Door43-Catalog_or_tn/PHP/02/19.md

1.1 KiB

କିନ୍ତୁ ମୁଁ ଆଶାକରେ ଖ୍ରୀଷ୍ଟ ଯୀଶୁଙ୍କଠାରେ

ଏହା ଏହିପରି ଅନୁବାଦ କରାଯାଇ ପାରେ “କିନ୍ତୁ, ଯଦି ଖ୍ରୀଷ୍ଟ ଯୀଶୁ ଚାହାନ୍ତି ତେବେ,ମୁଁ ଆଶା କରେ.”

ସେମାନେ ସମସ୍ତଙ୍କ ପାଇଁ

ଏଠାରେ ଏହି ଶବ୍ଦ “ସେମାନେ” ଏକ ଦଳର ଲୋକଙ୍କୁ ଦର୍ଶାଏ ପାଉଲ ଭରଷା ଓ ଅନୁଭବ କରୁ ନାହାନ୍ତି ଫିଲିପ୍‌ପୀୟକୁ ପଠାଇବାକୁ . ମଧ୍ୟ, ପାଉଲ ତାଙ୍କର ରାଗକୁ ବ୍ୟକ୍ତ କରୁଅଛନ୍ତି ସେମାନଙ୍କୁ ଯିଏ ଯିବା ପାଇଁ ସକ୍ଷମ ଅଟେ କିନ୍ତୁ ସେ ବିଶ୍ଵାସ କରି ପାରିଲେନି ବିଶେଷ କାର୍ଯ୍ୟକୁ ପୁରା କରିବା ପାଇଁ. (ଦଖନ୍ତୁ: ଅତିଶୟକ୍ତି).