Door43-Catalog_or_tn/PHP/02/19.md

6 lines
1.1 KiB
Markdown
Raw Normal View History

2018-01-11 01:51:28 +00:00
# କିନ୍ତୁ ମୁଁ ଆଶାକରେ ଖ୍ରୀଷ୍ଟ ଯୀଶୁଙ୍କଠାରେ
ଏହା ଏହିପରି ଅନୁବାଦ କରାଯାଇ ପାରେ “କିନ୍ତୁ, ଯଦି ଖ୍ରୀଷ୍ଟ ଯୀଶୁ ଚାହାନ୍ତି ତେବେ,ମୁଁ ଆଶା କରେ.”
# ସେମାନେ ସମସ୍ତଙ୍କ ପାଇଁ
ଏଠାରେ ଏହି ଶବ୍ଦ “ସେମାନେ” ଏକ ଦଳର ଲୋକଙ୍କୁ ଦର୍ଶାଏ ପାଉଲ ଭରଷା ଓ ଅନୁଭବ କରୁ ନାହାନ୍ତି ଫିଲିପ୍‌ପୀୟକୁ ପଠାଇବାକୁ
. ମଧ୍ୟ, ପାଉଲ ତାଙ୍କର ରାଗକୁ ବ୍ୟକ୍ତ କରୁଅଛନ୍ତି ସେମାନଙ୍କୁ ଯିଏ ଯିବା ପାଇଁ ସକ୍ଷମ ଅଟେ କିନ୍ତୁ ସେ ବିଶ୍ଵାସ କରି ପାରିଲେନି ବିଶେଷ କାର୍ଯ୍ୟକୁ ପୁରା କରିବା ପାଇଁ. (ଦଖନ୍ତୁ: ଅତିଶୟକ୍ତି).