Door43-Catalog_or_tn/PHP/02/12.md

17 lines
1.2 KiB
Markdown

# ମୋହର ପ୍ରିୟମାନେ
“ମୋହର ପ୍ରିୟ ସହ ବିଶ୍ଵାସୀ ମାନେ”
# ମୋହର ଉପସ୍ଥିତିରେ
“ଯେଉଁ ସମୟରେ ମୁଁ ତୁମ୍ଭ ସହିତ ଅଛି”
# ମୋହର ଉନୁପସ୍ଥିତିରେ
“ଯେଉଁ ସମୟରେ ମୁଁ ତୁମ୍ଭ ସହିତ ନଥାଏ”
# ଆପଣା ଆପଣା ପରିତ୍ରାଣ ସାଧନ କର
“ଈଶ୍ଵରଙ୍କ ଆଜ୍ଞାରେ ଚାଲିବା”
# ଭୟ ଓ କମ୍ପ ସହ
ଏହି ଅର୍ଥ ସାଧାରଣତଃ ଭାବରେ ସମାନ ବିଷୟ ଗୁଡିକ ଜୋର ଦେଇ ବ୍ୟବହାର କରାଯାଏ ଈଶ୍ଵରଙ୍କ ଶ୍ରଦ୍ଧା ପାଇଁ. ବିକଳ୍ପ ଅନୁବାଦ “ ଗଭୀର ଶ୍ରଧା” କିମ୍ବା “ସମ୍ପୂର୍ଣଭୟରେ.” (ଦେଖନ୍ତୁ:ନକଲ)
# ଉଭୟ କର୍ମ କରିବା ଓ ଇଛା କରିବା
ଈଶ୍ଵର ଉଭୟ ପ୍ରେରଣା ଦିଅନ୍ତି ଆମକୁ କର୍ମ କରିବା ପାଇଁ ସକ୍ଷମ କରିଅଛନ୍ତି.