Door43-Catalog_or_tn/PHP/02/12.md

1.2 KiB

ମୋହର ପ୍ରିୟମାନେ

“ମୋହର ପ୍ରିୟ ସହ ବିଶ୍ଵାସୀ ମାନେ”

ମୋହର ଉପସ୍ଥିତିରେ

“ଯେଉଁ ସମୟରେ ମୁଁ ତୁମ୍ଭ ସହିତ ଅଛି”

ମୋହର ଉନୁପସ୍ଥିତିରେ

“ଯେଉଁ ସମୟରେ ମୁଁ ତୁମ୍ଭ ସହିତ ନଥାଏ”

ଆପଣା ଆପଣା ପରିତ୍ରାଣ ସାଧନ କର

“ଈଶ୍ଵରଙ୍କ ଆଜ୍ଞାରେ ଚାଲିବା”

ଭୟ ଓ କମ୍ପ ସହ

ଏହି ଅର୍ଥ ସାଧାରଣତଃ ଭାବରେ ସମାନ ବିଷୟ ଗୁଡିକ ଜୋର ଦେଇ ବ୍ୟବହାର କରାଯାଏ ଈଶ୍ଵରଙ୍କ ଶ୍ରଦ୍ଧା ପାଇଁ. ବିକଳ୍ପ ଅନୁବାଦ “ ଗଭୀର ଶ୍ରଧା” କିମ୍ବା “ସମ୍ପୂର୍ଣଭୟରେ.” (ଦେଖନ୍ତୁ:ନକଲ)

ଉଭୟ କର୍ମ କରିବା ଓ ଇଛା କରିବା

ଈଶ୍ଵର ଉଭୟ ପ୍ରେରଣା ଦିଅନ୍ତି ଆମକୁ କର୍ମ କରିବା ପାଇଁ ସକ୍ଷମ କରିଅଛନ୍ତି.