Door43-Catalog_or_tn/PHP/02/09.md

18 lines
2.1 KiB
Markdown

ପାଉଲ ନିରନ୍ତର ଭାବରେ ଖ୍ରୀଷ୍ଟ ଯୀଶୁଙ୍କର ମନ ବିଷୟରେ ବର୍ଣ୍ଣନା କରୁ ଅଛନ୍ତି
# ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି
“ଈଶ୍ୱର ଯୀଶୁଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି”
# ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ
ଏଠାରେ “ନାମ” ଉଚ୍ଚପଦ କିମ୍ବା ସମ୍ମାନକୁ ଦର୍ଶାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ “କୌଣସି ଅନ୍ୟ ପଦଠାରୁ ଉଚ୍ଚରେ ” କିମ୍ବା “କୌଣସି ଅନ୍ୟ ସମ୍ମାନ ଠାରୁଅଧିକ.” (ଦେଖନ୍ତୁ: ଲକ୍ଷଣାଳଙ୍କାର)
# ପ୍ରତ୍ୟେକ ଆଣ୍ଠୁ
ଏଠାରେ “ଆଣ୍ଠୁ” ଏକ ବ୍ୟକ୍ତିଙ୍କୁ ଦର୍ଶାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ପ୍ରତ୍ୟେକଜାନୁ” (ଦେଖନ୍ତୁ: ଉପଲକ୍ଷଣ)
# ମର୍ତ୍ତ୍ୟରେ
ଏହା ସେହି ସ୍ଥାନକୁ ଦେଖାଏ ଯେଉଁଠାକୁ ଲୋକ ମୃତ୍ୟୁ ପରେ ଲୋକ ଯାଆନ୍ତି, ଯାହାକୁ କୁହାଯାଏ
“ପାତାଳ,” ଓ ମଧ୍ୟ ସେହି ସ୍ଥାନ ଯେଉଁଠାରେ ପାପାତ୍ମା ରୁହନ୍ତି l, ଯାହାକୁ କୁହାଯାଏ “ରଶାତଳ.”
# ପ୍ରତ୍ୟେକ ଜିହ୍ୱା
ଏଠାରେ “ଜିହ୍ୱା” ଏକ ବ୍ୟକ୍ତିଙ୍କୁ ଦର୍ଶାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ
“ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ପ୍ରତ୍ୟେକଜାନୁ.” (ଦେଖନ୍ତୁ: ଉପଲକ୍ଷଣ)