Door43-Catalog_or_tn/PHP/02/09.md

2.1 KiB

ପାଉଲ ନିରନ୍ତର ଭାବରେ ଖ୍ରୀଷ୍ଟ ଯୀଶୁଙ୍କର ମନ ବିଷୟରେ ବର୍ଣ୍ଣନା କରୁ ଅଛନ୍ତି

ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି

“ଈଶ୍ୱର ଯୀଶୁଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି”

ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ

ଏଠାରେ “ନାମ” ଉଚ୍ଚପଦ କିମ୍ବା ସମ୍ମାନକୁ ଦର୍ଶାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ “କୌଣସି ଅନ୍ୟ ପଦଠାରୁ ଉଚ୍ଚରେ ” କିମ୍ବା “କୌଣସି ଅନ୍ୟ ସମ୍ମାନ ଠାରୁଅଧିକ.” (ଦେଖନ୍ତୁ: ଲକ୍ଷଣାଳଙ୍କାର)

ପ୍ରତ୍ୟେକ ଆଣ୍ଠୁ

ଏଠାରେ “ଆଣ୍ଠୁ” ଏକ ବ୍ୟକ୍ତିଙ୍କୁ ଦର୍ଶାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ପ୍ରତ୍ୟେକଜାନୁ” (ଦେଖନ୍ତୁ: ଉପଲକ୍ଷଣ)

ମର୍ତ୍ତ୍ୟରେ

ଏହା ସେହି ସ୍ଥାନକୁ ଦେଖାଏ ଯେଉଁଠାକୁ ଲୋକ ମୃତ୍ୟୁ ପରେ ଲୋକ ଯାଆନ୍ତି, ଯାହାକୁ କୁହାଯାଏ “ପାତାଳ,” ଓ ମଧ୍ୟ ସେହି ସ୍ଥାନ ଯେଉଁଠାରେ ପାପାତ୍ମା ରୁହନ୍ତି l, ଯାହାକୁ କୁହାଯାଏ “ରଶାତଳ.”

ପ୍ରତ୍ୟେକ ଜିହ୍ୱା

ଏଠାରେ “ଜିହ୍ୱା” ଏକ ବ୍ୟକ୍ତିଙ୍କୁ ଦର୍ଶାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ପ୍ରତ୍ୟେକଜାନୁ.” (ଦେଖନ୍ତୁ: ଉପଲକ୍ଷଣ)