Door43-Catalog_or_tn/PHP/02/03.md

8 lines
1.3 KiB
Markdown

# ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ
“କୌଣସି ଏପ୍ରକାର ବିଷୟ କରନାହିଁ ଯାହା କେବଳ ତୁମ୍ଭକୁ ଖୁସି କରେ କିମ୍ବା ତୁମ୍ଭକୁ ଅନ୍ୟ ଲୋକଙ୍କ ଠାରୁ ଶ୍ରେଷ୍ଠ ଅନୁଭବ କରାଇବ”
# ମନର ଦିନତାରେ
ଏହି ଶବ୍ଦ “ମନ” ଦର୍ଶାଏ ଆମର ଦୃଷ୍ଟିକୋଣ ଚିନ୍ତାଧାରାକୁ. ଏହା ଏହିପରି ଅନୁବାଦ କରାଯାଇ ପାରେ “ନମ୍ରଚିତ୍ତ ହୁଅ ଓ ଚିନ୍ତା ଧାରାରେ.” (ଦେଖନ୍ତୁ: ଲକ୍ଷଣାଳଙ୍କାର)
# ନିଜର ଆବଶ୍ୟକତା ସବୁବେଳେ ଦେଖନାହିଁ
ଏହି ବାକ୍ୟଂଶ “ଦେଖିବା” ଏକ ରୁଢୀ ଅଟେ ତାହାର ଅର୍ଥ “ଯତ୍ନରେ ରଖିବା” କିମ୍ବା “ଚିନ୍ତିତ ହେବା.” ଏହା ଏହିପରି ଅନୁବାଦ କରାଯାଇ ପାରେ “କେବଳ ନିଜର ଆବଶ୍ୟକତା ପାଇଁ ଚିନ୍ତା କର ନାହିଁ.” (ଦେଖନ୍ତୁ: ରୁଢୀ)