Door43-Catalog_or_tn/PHP/02/03.md

1.3 KiB

ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ

“କୌଣସି ଏପ୍ରକାର ବିଷୟ କରନାହିଁ ଯାହା କେବଳ ତୁମ୍ଭକୁ ଖୁସି କରେ କିମ୍ବା ତୁମ୍ଭକୁ ଅନ୍ୟ ଲୋକଙ୍କ ଠାରୁ ଶ୍ରେଷ୍ଠ ଅନୁଭବ କରାଇବ”

ମନର ଦିନତାରେ

ଏହି ଶବ୍ଦ “ମନ” ଦର୍ଶାଏ ଆମର ଦୃଷ୍ଟିକୋଣ ଚିନ୍ତାଧାରାକୁ. ଏହା ଏହିପରି ଅନୁବାଦ କରାଯାଇ ପାରେ “ନମ୍ରଚିତ୍ତ ହୁଅ ଓ ଚିନ୍ତା ଧାରାରେ.” (ଦେଖନ୍ତୁ: ଲକ୍ଷଣାଳଙ୍କାର)

ନିଜର ଆବଶ୍ୟକତା ସବୁବେଳେ ଦେଖନାହିଁ

ଏହି ବାକ୍ୟଂଶ “ଦେଖିବା” ଏକ ରୁଢୀ ଅଟେ ତାହାର ଅର୍ଥ “ଯତ୍ନରେ ରଖିବା” କିମ୍ବା “ଚିନ୍ତିତ ହେବା.” ଏହା ଏହିପରି ଅନୁବାଦ କରାଯାଇ ପାରେ “କେବଳ ନିଜର ଆବଶ୍ୟକତା ପାଇଁ ଚିନ୍ତା କର ନାହିଁ.” (ଦେଖନ୍ତୁ: ରୁଢୀ)