Door43-Catalog_or_tn/PHP/01/22.md

13 lines
1.6 KiB
Markdown

# କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ' ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ
ଏହି ଶବ୍ଦ “ଫଳ” ଏହା ପାଉଲଙ୍କ ଉତ୍ତମ କର୍ମକୁ ଦର୍ଶାଉଥିଲା| ଏହା ଏହିପରି ଅନୁବାଦ କରାଯାଇ ପାରେ “ ଭୌତିକ ଶରୀର ମୋତେ ସୁଯୋଗ ଦିଏ ଉତ୍ସାହ କରିବା ନିମନ୍ତେ ଅନେକ ଲୋକମାନଙ୍କୁ ଖ୍ରୀଷ୍ଟଠାରେ ବିଶ୍ଵାସ କରିବା ପାଇଁ.” (ଦେଖନ୍ତୁ:ରୂପକ)
# ମୁଁ ଦୁଇଟି ବିଷୟ ଘେନି ମହାସମସ୍ୟାରେ ପଡ଼ିଅଛି
“ମୁଁ ଚିନ୍ତାରେ ଅଛି, ଯଦି ମୁଁ ବାଛୁ ଅଛି ବଞ୍ଚିବ ପାଇଁ କିମ୍ବା ମରିବା ପାଇଁ.”
# ମୋର ବିଦାହେବା ଓ ଖ୍ରୀଷ୍ଟଙ୍କ ସହ ରହିବା ମୋର ଇଛା
“ବିଦା କରିବା” ଏକ ଭିନ୍ନ ଭାବରେ କହିବା
“ମରିବା ପାଇଁ.” ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ମରିବାକୁ ଇଛାକରେ କାରଣ ମୁଁ ଖ୍ରୀଷ୍ଟଙ୍କ ପାଖକୁ ଯାଉଅଛି,” (ଦେଖ: ପ୍ରୟକ୍ତି)
# ତୁମ ପାଇଁ ଶରୀରରେ ରହିବା ଅଧିକ ଆବଶ୍ୟକ.
“ମୋ
ଭୌତିକ ଶରୀର ରହିବା ଅତ୍ୟଧିକ ଉପଯୋଗୀ ଅଟେ.”