# କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ' ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ ଏହି ଶବ୍ଦ “ଫଳ” ଏହା ପାଉଲଙ୍କ ଉତ୍ତମ କର୍ମକୁ ଦର୍ଶାଉଥିଲା| ଏହା ଏହିପରି ଅନୁବାଦ କରାଯାଇ ପାରେ “ ଭୌତିକ ଶରୀର ମୋତେ ସୁଯୋଗ ଦିଏ ଉତ୍ସାହ କରିବା ନିମନ୍ତେ ଅନେକ ଲୋକମାନଙ୍କୁ ଖ୍ରୀଷ୍ଟଠାରେ ବିଶ୍ଵାସ କରିବା ପାଇଁ.” (ଦେଖନ୍ତୁ:ରୂପକ) # ମୁଁ ଦୁଇଟି ବିଷୟ ଘେନି ମହାସମସ୍ୟାରେ ପଡ଼ିଅଛି “ମୁଁ ଚିନ୍ତାରେ ଅଛି, ଯଦି ମୁଁ ବାଛୁ ଅଛି ବଞ୍ଚିବ ପାଇଁ କିମ୍ବା ମରିବା ପାଇଁ.” # ମୋର ବିଦାହେବା ଓ ଖ୍ରୀଷ୍ଟଙ୍କ ସହ ରହିବା ମୋର ଇଛା “ବିଦା କରିବା” ଏକ ଭିନ୍ନ ଭାବରେ କହିବା “ମରିବା ପାଇଁ.” ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ମରିବାକୁ ଇଛାକରେ କାରଣ ମୁଁ ଖ୍ରୀଷ୍ଟଙ୍କ ପାଖକୁ ଯାଉଅଛି,” (ଦେଖ: ପ୍ରୟକ୍ତି) # ତୁମ ପାଇଁ ଶରୀରରେ ରହିବା ଅଧିକ ଆବଶ୍ୟକ. “ମୋ ଭୌତିକ ଶରୀର ରହିବା ଅତ୍ୟଧିକ ଉପଯୋଗୀ ଅଟେ.”