Door43-Catalog_or_tn/PHP/01/09.md

2.9 KiB

ପ୍ରଚୁର ପରିମାଣର

“ପ୍ରଚୁର ପ୍ରବାହ”

ଜ୍ଞାନରେ ଓ ସମ୍ପୂର୍ଣ ବୁଝିବାରେ

କ'ଣ ଜାଣିବା ଦରକାର ଓ ସ୍ପଷ୍ଟ ଭାବରେ ବୁଝିବା ନିମନ୍ତେ ଆପଣ : “ଈଶ୍ଵରଙ୍କୁ କେଉଁ ବିଷୟ ପ୍ରସନ୍ନ କରେ ତାହା ଆପଣ ଯେପରି ଭଲ ଭାବରେ ବୁଝି ଓ ଜାଣି ପାରନ୍ତି ”. (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)

ମୁଁ ଏହି ପରି କରେ

“ଏହା ମୁଁ ପ୍ରାର୍ଥନା କରେ”

ଯେଉଁ ବିଷୟ ଗୁଡିକ ଅତି ଉତ୍ତମ ଅଟେ

“ଯାହା ଈଶ୍ଵରଙ୍କୁ ଆନନ୍ଦିତ କରେ”

ଯେପରି ତୁମ୍ଭେ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ.

ଏହି ବାକ୍ୟଂଶ “ବିଶ୍ଵସ୍ତ ଓ ଅନିନ୍ଦନୀୟ ହୁଅ” ଏହା ଏକ ବ୍ୟକ୍ତିର ନୈତିକ ବିବେକର ନକଲକୁ ପ୍ରାଧାନ୍ୟା ଦିଏ| ଏହା ଏହିପରି ଅନୁବାଦ କରାଯାଇ ପାରେ “ଯୀଶୁଙ୍କ ଆଗମନ ସମୟରେ ଆପଣ ଯେପରି ଅନିନ୍ଦନିୟ ହେବେ.” (ଦେଖନ୍ତୁ: ନକଲ)

ଖ୍ରୀଷ୍ଟଙ୍କ ଦିନ

“ପ୍ରଭୁଙ୍କ ଦିନ” କିମ୍ବା “ବିଚାର ଦିନ”

ମଧ୍ୟ

“ମୁଁ ମଧ୍ୟ ପ୍ରାର୍ଥନା କରେ”

ଆପଣ ପରିପୂର୍ଣ ହେବେ

ଏହା ଗୋଟିଏ ସକ୍ରିୟ ଧାରା ଭାବରେ ଅନୁବାଦ କରାଯାଇପାରେ: “ଆପଣ ଯେପରି ଈଶ୍ଵରଙ୍କ ଆଜ୍ଞାକାରୀ ହୁଅନ୍ତି ତାହାର କାରଣ ଖ୍ରୀଷ୍ଟ ହେବେ.” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)

ଧାର୍ମିକତାର ଫଳରେ ପରିପୂର୍ଣ ହୁଅ

ଯେପରି ଏକ ବିଶ୍ଵାସୀ ଈଶ୍ଵରଙ୍କ ଅଧିକରୁ ଅଧିକ ଆଜ୍ଞାକାରୀ ହେବାକୁ ତୁଳନାା ଏକ ଗଛରେ ବୃଦ୍ଧିପାଉଥିବା ଫଳକୁ ଦେଖାଏ. (ଦେଖନ୍ତୁ:ରୂପକ)

ଈଶ୍ଵରଙ୍କ ମହିମା ଓ ପ୍ରଶଂସା ନିମନ୍ତେ

ଏହା ଗୋଟିଏ ଅଲଗା ବାକ୍ୟ ଭାବରେ ଅନୁବାଦ କରାଯାଇ ପାରେ: “ତେବେ ଲୋକମାନେ ତୁମ୍ଭମାନଙ୍କ ଉତ୍ତମ କର୍ମମାନ ଦେଖି ଈଶ୍ଵରଙ୍କ ପ୍ରଶଂସା ଓ ମହିମା କରିବେ .”