Door43-Catalog_or_tn/PHP/01/09.md

30 lines
2.9 KiB
Markdown
Raw Normal View History

2018-01-11 01:51:28 +00:00
# ପ୍ରଚୁର ପରିମାଣର
“ପ୍ରଚୁର ପ୍ରବାହ”
# ଜ୍ଞାନରେ ଓ ସମ୍ପୂର୍ଣ ବୁଝିବାରେ
କ'ଣ ଜାଣିବା ଦରକାର ଓ ସ୍ପଷ୍ଟ ଭାବରେ ବୁଝିବା ନିମନ୍ତେ ଆପଣ : “ଈଶ୍ଵରଙ୍କୁ କେଉଁ ବିଷୟ ପ୍ରସନ୍ନ କରେ ତାହା ଆପଣ ଯେପରି ଭଲ ଭାବରେ ବୁଝି ଓ ଜାଣି ପାରନ୍ତି ”. (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)
# ମୁଁ ଏହି ପରି କରେ
“ଏହା ମୁଁ ପ୍ରାର୍ଥନା କରେ”
# ଯେଉଁ ବିଷୟ ଗୁଡିକ ଅତି ଉତ୍ତମ ଅଟେ
“ଯାହା ଈଶ୍ଵରଙ୍କୁ ଆନନ୍ଦିତ କରେ”
# ଯେପରି ତୁମ୍ଭେ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ.
ଏହି ବାକ୍ୟଂଶ “ବିଶ୍ଵସ୍ତ ଓ ଅନିନ୍ଦନୀୟ ହୁଅ” ଏହା ଏକ ବ୍ୟକ୍ତିର ନୈତିକ ବିବେକର ନକଲକୁ ପ୍ରାଧାନ୍ୟା ଦିଏ| ଏହା ଏହିପରି ଅନୁବାଦ କରାଯାଇ ପାରେ “ଯୀଶୁଙ୍କ ଆଗମନ ସମୟରେ ଆପଣ ଯେପରି ଅନିନ୍ଦନିୟ ହେବେ.” (ଦେଖନ୍ତୁ: ନକଲ)
# ଖ୍ରୀଷ୍ଟଙ୍କ ଦିନ
“ପ୍ରଭୁଙ୍କ ଦିନ” କିମ୍ବା “ବିଚାର ଦିନ”
# ମଧ୍ୟ
“ମୁଁ ମଧ୍ୟ ପ୍ରାର୍ଥନା କରେ”
# ଆପଣ ପରିପୂର୍ଣ ହେବେ
ଏହା ଗୋଟିଏ ସକ୍ରିୟ ଧାରା ଭାବରେ ଅନୁବାଦ କରାଯାଇପାରେ: “ଆପଣ ଯେପରି ଈଶ୍ଵରଙ୍କ ଆଜ୍ଞାକାରୀ ହୁଅନ୍ତି ତାହାର କାରଣ ଖ୍ରୀଷ୍ଟ ହେବେ.” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)
# ଧାର୍ମିକତାର ଫଳରେ ପରିପୂର୍ଣ ହୁଅ
ଯେପରି ଏକ ବିଶ୍ଵାସୀ ଈଶ୍ଵରଙ୍କ ଅଧିକରୁ ଅଧିକ ଆଜ୍ଞାକାରୀ ହେବାକୁ
ତୁଳନାା ଏକ ଗଛରେ ବୃଦ୍ଧିପାଉଥିବା ଫଳକୁ ଦେଖାଏ. (ଦେଖନ୍ତୁ:ରୂପକ)
# ଈଶ୍ଵରଙ୍କ ମହିମା ଓ ପ୍ରଶଂସା ନିମନ୍ତେ
ଏହା ଗୋଟିଏ ଅଲଗା ବାକ୍ୟ ଭାବରେ ଅନୁବାଦ କରାଯାଇ ପାରେ: “ତେବେ ଲୋକମାନେ ତୁମ୍ଭମାନଙ୍କ ଉତ୍ତମ କର୍ମମାନ ଦେଖି ଈଶ୍ଵରଙ୍କ ପ୍ରଶଂସା ଓ ମହିମା କରିବେ .”