5 lines
767 B
Markdown
5 lines
767 B
Markdown
# ସୁବର୍ଣ୍ଣ ବେଦୀର ଶୃଙ୍ଗଗୁଡିକ
|
|
ବସ୍ତୁକୁ ଶୃଙ୍ଗଗୁଡିକ ପରି ଗଠନ କରାଯାଇଥିଲା ଯାହା ବେଦୀ ଉପରର ଚାରି କୋଣରେ ଥିଲା ।
|
|
|
|
# କାରଣ ସେହି ଘଡି, ସେହି ଦିନ, ସେହି ମାସ, ଏବଂ ସେହି ବର୍ଷ
|
|
ଏହି ଶବ୍ଦଗୁଡିକ ଏକ ପ୍ରକୃତ ସମୟକୁ ଦେଖାଇବା ପାଇଁ ବ୍ୟବହାର ହୋଇଅଛି, ସାଧାରଣ ସମୟର, ଅର୍ଥ ନୁହେଁ । ଏକାନ୍ତରୀକ ଅନୁବାଦ: "କାରଣ ସେହି ସଠିକ ସମୟ" (ଦେଖନ୍ତୁ: ସମାନ୍ତରତା) |