Door43-Catalog_or_tn/REV/09/13.md

5 lines
767 B
Markdown
Raw Permalink Normal View History

2018-01-11 01:51:28 +00:00
# ସୁବର୍ଣ୍ଣ ବେଦୀର ଶୃଙ୍ଗଗୁଡିକ
ବସ୍ତୁକୁ ଶୃଙ୍ଗଗୁଡିକ ପରି ଗଠନ କରାଯାଇଥିଲା ଯାହା ବେଦୀ ଉପରର ଚାରି କୋଣରେ ଥିଲା ।
# କାରଣ ସେହି ଘଡି, ସେହି ଦିନ, ସେହି ମାସ, ଏବଂ ସେହି ବର୍ଷ
ଏହି ଶବ୍ଦଗୁଡିକ ଏକ ପ୍ରକୃତ ସମୟକୁ ଦେଖାଇବା ପାଇଁ ବ୍ୟବହାର ହୋଇଅଛି, ସାଧାରଣ ସମୟର, ଅର୍ଥ ନୁହେଁ । ଏକାନ୍ତରୀକ ଅନୁବାଦ: "କାରଣ ସେହି ସଠିକ ସମୟ" (ଦେଖନ୍ତୁ: ସମାନ୍ତରତା)