Door43-Catalog_or_tn/PHM/01/21.md

26 lines
2.6 KiB
Markdown

# ଆପଣା ଆଜ୍ଞା କାରିତାରେ ବିଶ୍ଵାସୀ ହେବା
“ମୁଁ ପୂରା ନିଶ୍ଚିନ୍ତ କି ମୁଁ ଯାହା କହିଅଛି ତୁମ୍ଭେ ତାହା କରିବ”
# ତୁମ୍ଭର ଆଜ୍ଞା କାରିତା … ତୁମ୍ଭ ନିକଟକୁ ଲେଖୁଅଛି, … ତୁମ୍ଭେ କରିବ“
ପାଉଲ ଏହା ଏହା ଲେଖୁଥିଲେ ଫିଲୀମୋନ ନିକଟକୁ. (ଦେଖନ୍ତୁ: ତୁମର ରୁପ)
# ଜାଣିବା
“ ଓ ମୁ ଜାଣେ”
# କ'ଣ ମୁଁ କହେ
“କ'ଣ ମୁଁ ମାଗେ”
# ସେପରି
“ମଧ୍ୟ”
# ମୋର ନିମନ୍ତେ ଅତିଥି କକ୍ଷ ନିର୍ମାଣ କର
“ତୁମ୍ଭ ଗୃହର ଅତିଥି କକ୍ଷ ମୋ ପାଇଁ ପ୍ରସ୍ତୁତ କର.” ପାଉଲ ପଚାରିଲେ ଫିଲୀମୋନଙ୍କୁ ଏହି ବିଷୟ କରିବା ପାଇଁ.
# ତୁମ୍ଭର ପ୍ରାର୍ଥନା ମାଧ୍ୟମରେ …ତୁମ୍ଭ ନିକଟକୁ ଆସିବାକୁ
ଏହି ଶବ୍ଦ ଗୁଡିକ “ତୁମ୍ଭର” ଓ “ତୁମ୍ଭେ” ଏଠାରେ ଫିଲୀମୋନ ଓ ବିଶ୍ଵାସୀ ମାନଙ୍କୁ ଦର୍ଶାଉଛି ଯାହାକୁ ତାହାଙ୍କ ଗୃହରେ ସାକ୍ଷାତ କରିଥିଲେ. (ଦେଖନ୍ତୁ: ତୁମର ରୂପ)
# ତୁମ୍ଭର ପ୍ରାର୍ଥନା ମାଧ୍ୟମରେ
ଏହା ଏହିପରି ତର୍ଜମା କରାଯାଇ ପାରେ “ତୁମ୍ଭର ପ୍ରାର୍ଥନାର ପ୍ରତିଫଳ ସ୍ଵରୁପେ” କିମ୍ବା “କାରଣ ଆପଣ ସମସ୍ତେ ମୋ ପାଇଁ ପ୍ରାର୍ଥନା କରୁଅଛନ୍ତି.”
# ତୁମ୍ଭ ନିକଟକୁ ଆସିବାକୁ ମୋତେ ଅନୁମତି ଦିଆ ଯିବ
ଏହା ଏହିପରି ତର୍ଜମା କରାଯାଇ ପାରେ ଗୋଟିଏ ସକ୍ରିୟ ଧାରା ଅନୁଯାଇ: “ଈଶ୍ଵମୋତେ ଅନୁମତି ତୁମ୍ଭ ନିକଟକୁ ଯିବା ପାଇଁ” କିମ୍ବା “ଈଶ୍ଵର ସେ ପ୍ରକାରର ଯିଏ ମୋତେ ବନ୍ଦୀରେ ରଖି ଛନ୍ତି ମୁକ୍ତ କରିବା ପାଇଁ ଯେପରି ମୁଁ ତୁମ୍ଭ ନିକଟକୁ ଯାଇ ପାରିବି.” (ଦେଖନ୍ତୁ:ସକ୍ରିୟ କିମ୍ବା ନିସ୍କ୍ରିୟ)