Door43-Catalog_or_tn/PHM/01/21.md

2.6 KiB

ଆପଣା ଆଜ୍ଞା କାରିତାରେ ବିଶ୍ଵାସୀ ହେବା

“ମୁଁ ପୂରା ନିଶ୍ଚିନ୍ତ କି ମୁଁ ଯାହା କହିଅଛି ତୁମ୍ଭେ ତାହା କରିବ”

ତୁମ୍ଭର ଆଜ୍ଞା କାରିତା … ତୁମ୍ଭ ନିକଟକୁ ଲେଖୁଅଛି, … ତୁମ୍ଭେ କରିବ“

ପାଉଲ ଏହା ଏହା ଲେଖୁଥିଲେ ଫିଲୀମୋନ ନିକଟକୁ. (ଦେଖନ୍ତୁ: ତୁମର ରୁପ)

ଜାଣିବା

“ ଓ ମୁ ଜାଣେ”

କ'ଣ ମୁଁ କହେ

“କ'ଣ ମୁଁ ମାଗେ”

ସେପରି

“ମଧ୍ୟ”

ମୋର ନିମନ୍ତେ ଅତିଥି କକ୍ଷ ନିର୍ମାଣ କର

“ତୁମ୍ଭ ଗୃହର ଅତିଥି କକ୍ଷ ମୋ ପାଇଁ ପ୍ରସ୍ତୁତ କର.” ପାଉଲ ପଚାରିଲେ ଫିଲୀମୋନଙ୍କୁ ଏହି ବିଷୟ କରିବା ପାଇଁ.

ତୁମ୍ଭର ପ୍ରାର୍ଥନା ମାଧ୍ୟମରେ …ତୁମ୍ଭ ନିକଟକୁ ଆସିବାକୁ

ଏହି ଶବ୍ଦ ଗୁଡିକ “ତୁମ୍ଭର” ଓ “ତୁମ୍ଭେ” ଏଠାରେ ଫିଲୀମୋନ ଓ ବିଶ୍ଵାସୀ ମାନଙ୍କୁ ଦର୍ଶାଉଛି ଯାହାକୁ ତାହାଙ୍କ ଗୃହରେ ସାକ୍ଷାତ କରିଥିଲେ. (ଦେଖନ୍ତୁ: ତୁମର ରୂପ)

ତୁମ୍ଭର ପ୍ରାର୍ଥନା ମାଧ୍ୟମରେ

ଏହା ଏହିପରି ତର୍ଜମା କରାଯାଇ ପାରେ “ତୁମ୍ଭର ପ୍ରାର୍ଥନାର ପ୍ରତିଫଳ ସ୍ଵରୁପେ” କିମ୍ବା “କାରଣ ଆପଣ ସମସ୍ତେ ମୋ ପାଇଁ ପ୍ରାର୍ଥନା କରୁଅଛନ୍ତି.”

ତୁମ୍ଭ ନିକଟକୁ ଆସିବାକୁ ମୋତେ ଅନୁମତି ଦିଆ ଯିବ

ଏହା ଏହିପରି ତର୍ଜମା କରାଯାଇ ପାରେ ଗୋଟିଏ ସକ୍ରିୟ ଧାରା ଅନୁଯାଇ: “ଈଶ୍ଵମୋତେ ଅନୁମତି ତୁମ୍ଭ ନିକଟକୁ ଯିବା ପାଇଁ” କିମ୍ବା “ଈଶ୍ଵର ସେ ପ୍ରକାରର ଯିଏ ମୋତେ ବନ୍ଦୀରେ ରଖି ଛନ୍ତି ମୁକ୍ତ କରିବା ପାଇଁ ଯେପରି ମୁଁ ତୁମ୍ଭ ନିକଟକୁ ଯାଇ ପାରିବି.” (ଦେଖନ୍ତୁ:ସକ୍ରିୟ କିମ୍ବା ନିସ୍କ୍ରିୟ)