Door43-Catalog_or_tn/LUK/20/34.md

26 lines
2.9 KiB
Markdown

# ଏହି ଜଗତର ସନ୍ତାନମାନେ
“ଏହି ଜଗତର ଲୋକମାନେ” କିମ୍ବା “ଏହି ସମୟର ଲୋକମାନେ”। ଯେଉଁମାନେ ସ୍ୱର୍ଗରେ ଅଛନ୍ତି, କିମ୍ବା ଯେଉଁ ଲୋକମାନେ ପୁନରୁତ୍‌ଥାନ ପରେ ଜୀବିତ ରହିବେ, ଏହି ଦୁଇଟିରୁ ତାହା ବିପରୀତ ଅଟେ।
# ବିବାହ କରନ୍ତି ଓ ବିବାହିତା ହୁଅନ୍ତି
ସେହି ସଂସ୍କୃତିରେ ପୁରୁଷମାନେ ସ୍ତ୍ରୀମାନଙ୍କ ସହ ବିବାହ କରିବା ନିମନ୍ତେ ବିଷୟରେ କହନ୍ତି ଓ ସ୍ତ୍ରୀମାନଙ୍କୁ ବିବାହରେ ଆପଣା ସ୍ୱାମୀକୁ ଦିଅନ୍ତି। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ବିବାହ କରିବେ”।
# ଯେଉଁମାନେ ଯୋଗ୍ୟ ଗଣିତ ହୁଅନ୍ତି
“ଯେଉଁମାନଙ୍କୁ ଈଶ୍ୱର ଯୋଗ୍ୟ ବୋଲି ବିବେଚନା କରିଅଛନ୍ତି”
# ପୁନରୁତ୍‌ଥାନ ପ୍ରାପ୍ତ ହେବା ନିମନ୍ତେ
“ମୃତମାନଙ୍କ ମଧ୍ୟରୁ ଉତ୍‌ଥିତ ହେବା ନିମନ୍ତେ” କିମ୍ବା “ମୃତମାନଙ୍କ ମଧ୍ୟରୁ ଉଠିବା ନିମନ୍ତେ”
# ବିବାହ କରନ୍ତି ନାହିଁ, କିମ୍ବା ବିବାହିତା ହୁଅନ୍ତି ନାହିଁ
“ବିବାହ କରିବେ ନାହିଁ”। ଏହା ପୁନରୁତ୍‌ଥାନ ପରେ ହୁଏ।
# ସେମାନେ ଆଉ ମରି ପାରନ୍ତି ନାହିଁ
ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ଆଉ କୌଣସି ପ୍ରକାରେ ମୃତ୍ୟୁବରଣ କରିବେ ନାହିଁ”। ଏହା ପୁନରୁତ୍‌ଥାନ ପରେ ହୁଏ।
# ଈଶ୍ୱରଙ୍କ ପୁତ୍ର ଅଟନ୍ତି
“ ଈଶ୍ୱରଙ୍କ ସନ୍ତାନ ଅଟନ୍ତି”
# ପୁନରୁତ୍‌ଥାନର ପୁତ୍ର ହେବାରୁ
“ଯେଉଁ ଲୋକମାନେ ମୃତମାନଙ୍କ ମଧ୍ୟରୁ ଉଠି ଆସିବେ”
# ଏବଂ ପୁନରୁତ୍‌ଥାନର ପୁତ୍ର ହେବାରୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି
ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ସେମାନେ ମୃତମାନଙ୍କ ମଧ୍ୟରୁ ଉଠି ଆସିବେ, ସେତେବେଳେ ଈଶ୍ୱରଙ୍କ ପୁତ୍ର ହେବା ନିମନ୍ତେ ପ୍ରକାଶିତ ହେବେ”।