Door43-Catalog_or_tn/LUK/06/12.md

1.6 KiB

ଆଉ ଏପରି ହେଲା

ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଆରମ୍ଭ କରିବାର ଚିହ୍ନ ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହା କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣ ଏଠାରେ ତାହା ବ୍ୟବହାର କରିପାରନ୍ତି।

ସେହି ସମୟରେ ଦିନେ

“ପାଖାପାଖି ସମୟରେ” କିମ୍ବା “ତାହାର ବହୁକାଳ ପରେ ନୁହେଁ” କିମ୍ବା “ତାହା ପରେ ଦିନେ”

ସେ ବାହାରିଯାଇ

“ଯୀଶୁ ବାହାରିଯାଇ”

ସେମାନଙ୍କ ମଧ୍ୟରୁ ଦ୍ୱାଦଶ ଜଣଙ୍କୁ ମନୋନୀତ କଲେ

“ସେମାନଙ୍କ ମଧ୍ୟରୁ ସେ ଦ୍ୱାଦଶ ଜଣଙ୍କୁ ମନୋନୀତ କଲେ” କିମ୍ବା “ଶିଷ୍ୟମାନଙ୍କ ମଧ୍ୟରୁ ସେ ଦ୍ୱାଦଶ ଜଣଙ୍କୁ ମନୋନୀତ କଲେ”

ଯାହାଙ୍କୁ ସେ ‘ପ୍ରେରିତ’ ନାମ ଦେଲେ

“ଆଉ ସେ ସେମାନଙ୍କୁ ‘ପ୍ରେରିତ’ ବୋଲି କହିଲେ” କିମ୍ବା “ଯାହାଙ୍କୁ ସେ ପ୍ରେରିତ ହେବା ନିମନ୍ତେ ନିଯୁକ୍ତ କଲେ” କିମ୍ବା “ଯାହାଙ୍କୁ ସେ ପ୍ରେରିତ କଲେ”