# ଆଉ ଏପରି ହେଲା ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଆରମ୍ଭ କରିବାର ଚିହ୍ନ ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହା କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣ ଏଠାରେ ତାହା ବ୍ୟବହାର କରିପାରନ୍ତି। # ସେହି ସମୟରେ ଦିନେ “ପାଖାପାଖି ସମୟରେ” କିମ୍ବା “ତାହାର ବହୁକାଳ ପରେ ନୁହେଁ” କିମ୍ବା “ତାହା ପରେ ଦିନେ” # ସେ ବାହାରିଯାଇ “ଯୀଶୁ ବାହାରିଯାଇ” # ସେମାନଙ୍କ ମଧ୍ୟରୁ ଦ୍ୱାଦଶ ଜଣଙ୍କୁ ମନୋନୀତ କଲେ “ସେମାନଙ୍କ ମଧ୍ୟରୁ ସେ ଦ୍ୱାଦଶ ଜଣଙ୍କୁ ମନୋନୀତ କଲେ” କିମ୍ବା “ଶିଷ୍ୟମାନଙ୍କ ମଧ୍ୟରୁ ସେ ଦ୍ୱାଦଶ ଜଣଙ୍କୁ ମନୋନୀତ କଲେ” # ଯାହାଙ୍କୁ ସେ ‘ପ୍ରେରିତ’ ନାମ ଦେଲେ “ଆଉ ସେ ସେମାନଙ୍କୁ ‘ପ୍ରେରିତ’ ବୋଲି କହିଲେ” କିମ୍ବା “ଯାହାଙ୍କୁ ସେ ପ୍ରେରିତ ହେବା ନିମନ୍ତେ ନିଯୁକ୍ତ କଲେ” କିମ୍ବା “ଯାହାଙ୍କୁ ସେ ପ୍ରେରିତ କଲେ”