Door43-Catalog_or_tn/JUD/01/09.md

2.1 KiB

ଶରୀର ବିଷୟରେ ତର୍କ କରିବା

ଶରୀରର ଅଧିକାର କିଏ ନେବେ. ସେଇ ବିଷୟରେ ସେମାନେ ତର୍କ କରୁଥିଲେ ଅନ୍ୟ ଭାଷାନ୍ତରରେ : “କିଏ ଶରୀରରକୁ ଅଧିକାର ନେବ ସେହି ବିଷୟରେ ତର୍କ. (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍‌ଧ ଭାବରେ )

(ମୀଖାୟେଲ) ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପାଇଁ ସାହସ ନ ଥିଲା

ମୀଖାୟେଲ ଶଇତାନକୁ ଗାଳି ଦେବାଠାରୁ ବିଚ୍ୟୁତ ହେଲେ | ଅନ୍ୟ ଭାଷାନ୍ତର “ସେ ଦୁରେଇ ରଖିଲେ”

ଦଣ୍ଡାଜ୍ଞା କିମ୍ବା ଅପମାନ ଶବ୍ଦଗୁଡିକ

“ଦୃଢ ସମାଲୋଚନା କିମ୍ବା ଅନାଦର ଶବ୍ଦଗୁଡିକ ”

କିନ୍ତୁ ଏହି ଲୋକମାନଙ୍କୁ

“ଏହି ଲୋକମାନଙ୍କୁ" ପୂର୍ବରେ ଉଲ୍ଲେଖ କରାଯାଇଥିବା ଧର୍ମଭ୍ରଷ୍ଟ ଲୋକମାନେ.

ସବୁ ବିଷୟରେ ଅପମାନ ଯେ ସେମାନେ ବୁଝିନ୍ତି ନାହିଁ

“ଅଭଦ୍ରପୁର୍ବକ ଯେ କୌଣସି ବିଷୟ ବିରୁଦ୍ଧରେ କଥା କହନ୍ତି ଯେ ସେମାନେ କିଛି ବି ଅର୍ଥ ଜାଣନ୍ତି ନାହିଁ”

କୟିନର ରାସ୍ତା

କୟିନ ତାଙ୍କ ଭାଇ ହେବଲର ହତ୍ୟା କଲେ

ବିଲୀୟମଙ୍କ ମଜୁରିର ତୃଟି ପାଇଁ

ବିଲୀୟାମ ଭବିଷ୍ୟଦ୍‌ବାଣୀ କରିବା ପାଇଁ ଟଙ୍କା ମାଗିବା

କୋରହର ବିଦ୍ରୋହ

କୋରହ ମୋଶାଙ୍କର ନେତୃତ୍ୱ ଓ ହାରୋଣର ଯାଜକତ୍ୱ ବିରୁଦ୍ଧରେ ବିଦ୍ରୋହ କଲେ |