# ଶରୀର ବିଷୟରେ ତର୍କ କରିବା ଶରୀରର ଅଧିକାର କିଏ ନେବେ. ସେଇ ବିଷୟରେ ସେମାନେ ତର୍କ କରୁଥିଲେ ଅନ୍ୟ ଭାଷାନ୍ତରରେ : “କିଏ ଶରୀରରକୁ ଅଧିକାର ନେବ ସେହି ବିଷୟରେ ତର୍କ. (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍‌ଧ ଭାବରେ ) # (ମୀଖାୟେଲ) ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପାଇଁ ସାହସ ନ ଥିଲା ମୀଖାୟେଲ ଶଇତାନକୁ ଗାଳି ଦେବାଠାରୁ ବିଚ୍ୟୁତ ହେଲେ | ଅନ୍ୟ ଭାଷାନ୍ତର “ସେ ଦୁରେଇ ରଖିଲେ” # ଦଣ୍ଡାଜ୍ଞା କିମ୍ବା ଅପମାନ ଶବ୍ଦଗୁଡିକ “ଦୃଢ ସମାଲୋଚନା କିମ୍ବା ଅନାଦର ଶବ୍ଦଗୁଡିକ ” # କିନ୍ତୁ ଏହି ଲୋକମାନଙ୍କୁ “ଏହି ଲୋକମାନଙ୍କୁ" ପୂର୍ବରେ ଉଲ୍ଲେଖ କରାଯାଇଥିବା ଧର୍ମଭ୍ରଷ୍ଟ ଲୋକମାନେ. # ସବୁ ବିଷୟରେ ଅପମାନ ଯେ ସେମାନେ ବୁଝିନ୍ତି ନାହିଁ “ଅଭଦ୍ରପୁର୍ବକ ଯେ କୌଣସି ବିଷୟ ବିରୁଦ୍ଧରେ କଥା କହନ୍ତି ଯେ ସେମାନେ କିଛି ବି ଅର୍ଥ ଜାଣନ୍ତି ନାହିଁ” # କୟିନର ରାସ୍ତା କୟିନ ତାଙ୍କ ଭାଇ ହେବଲର ହତ୍ୟା କଲେ # ବିଲୀୟମଙ୍କ ମଜୁରିର ତୃଟି ପାଇଁ ବିଲୀୟାମ ଭବିଷ୍ୟଦ୍‌ବାଣୀ କରିବା ପାଇଁ ଟଙ୍କା ମାଗିବା # କୋରହର ବିଦ୍ରୋହ କୋରହ ମୋଶାଙ୍କର ନେତୃତ୍ୱ ଓ ହାରୋଣର ଯାଜକତ୍ୱ ବିରୁଦ୍ଧରେ ବିଦ୍ରୋହ କଲେ |