Door43-Catalog_or_tn/JHN/08/09.md

9 lines
980 B
Markdown

# ୭:୫୩
୮:୧୧
କିଛି ପୂର୍ବ ବିଷୟରେ ଏହି ପଦଗୁଡିକ ରହିଅଛି କିନ୍ତୁ ଅନ୍ୟଠାରେ ନାହିଁ | (ଦେଖ: ବିଷୟବସ୍ତୁର ବ୍ୟତିକ୍ରମ)
# ଜଣ ପରେ ଜଣେ
“ଜଣକ ପରେ ଅନ୍ୟଜଣକ ”
# ଗୋ ନାରୀ, ତୁମ୍ଭର ବିଚାର କରିବା ଲୋକ କେଉଁଠାରେ
ଯେତେବେଳେ ଯୀଶୁ ତାହାକୁ “ଗୋ ନାରୀ” ବୋଲି ଡାକିଲେ, ସେ ତାକୁ ତଳକୁ ପକାଇଲେ ନାହିଁ ବା ତାକୁ ନ୍ୟୁନ ମନେ କରିବାକୁ ଦେଲେ ନାହିଁ | ଯଦି ଲୋକେ ଭାବିପାରନ୍ତି ଯେ ସେ ସେହିପରି କରୁଥିଲେ, ଏହା "ନାରୀ" ଶବ୍ଦ ନ ଥାଇ ଅନୁବାଦ କରି ଥାଇପାରିଥାନ୍ତି |