Door43-Catalog_or_tn/JHN/08/09.md

980 B

୭:୫୩

୮:୧୧ କିଛି ପୂର୍ବ ବିଷୟରେ ଏହି ପଦଗୁଡିକ ରହିଅଛି କିନ୍ତୁ ଅନ୍ୟଠାରେ ନାହିଁ | (ଦେଖ: ବିଷୟବସ୍ତୁର ବ୍ୟତିକ୍ରମ)

ଜଣ ପରେ ଜଣେ

“ଜଣକ ପରେ ଅନ୍ୟଜଣକ ”

ଗୋ ନାରୀ, ତୁମ୍ଭର ବିଚାର କରିବା ଲୋକ କେଉଁଠାରେ

ଯେତେବେଳେ ଯୀଶୁ ତାହାକୁ “ଗୋ ନାରୀ” ବୋଲି ଡାକିଲେ, ସେ ତାକୁ ତଳକୁ ପକାଇଲେ ନାହିଁ ବା ତାକୁ ନ୍ୟୁନ ମନେ କରିବାକୁ ଦେଲେ ନାହିଁ | ଯଦି ଲୋକେ ଭାବିପାରନ୍ତି ଯେ ସେ ସେହିପରି କରୁଥିଲେ, ଏହା "ନାରୀ" ଶବ୍ଦ ନ ଥାଇ ଅନୁବାଦ କରି ଥାଇପାରିଥାନ୍ତି |