Door43-Catalog_or_tn/HEB/10/01.md

1.7 KiB

ଅବାସ୍ତବ

“ପ୍ରକୃତ ବିଷୟଗୁଡ଼ିକ ନୁହେଁ”

ନିକଟକୁ ଆଣିବା

“ଉପାସନା କରିବାକୁ ଆସିବା” (ୟୁଡିବୀ) କିମ୍ବା “ପାଖକୁ ଆସିବା”

ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତ?

“ସେମାନେ ସେହି ବଳିଦାନ ସବୁ ଉତ୍ସର୍ଗ କରିବାରୁ ନିବୃତ୍ତ ହୋଇ ଥାଆନ୍ତେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ ଏବଂ ପ୍ରଭାବିତ ପ୍ରଶ୍ନ)

ନିବୃତ୍ତ ହେବା

“ବନ୍ଦ ହେବା”

ଘଟଣା “ପରିସ୍ଥିତି”

ଥରେ ଶୁଚୀକୃତ ହୋଇ

“ଈଶ୍ୱର ଯାହାକୁ ଶୁଚୀକୃତ କରିଅଛନ୍ତି”

ସଚେତନ

“ବିଦ୍ୟମାନତାର ଜ୍ଞାନ”

ପାପର ସ୍ମରଣ କରାଇ ଦିଅନ୍ତି

“ଈଶ୍ୱର ଲୋକମାନଙ୍କ ପାପ ଯାହା ସେମାନେ କରିଅଛନ୍ତି ତାହା ସ୍ମରଣ କରନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ବର୍ଷକୁ ବର୍ଷ

“ପ୍ରତ୍ୟେକ ବର୍ଷ”

କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ

“କାରଣ ବୃଷ ଓ ଛାଗର ରକ୍ତ କଦାପି ପାପ ହରଣ କରି ପାରିବ ନାହିଁ”