Door43-Catalog_or_tn/HEB/10/01.md

28 lines
1.7 KiB
Markdown

# ଅବାସ୍ତବ
“ପ୍ରକୃତ ବିଷୟଗୁଡ଼ିକ ନୁହେଁ”
# ନିକଟକୁ ଆଣିବା
“ଉପାସନା କରିବାକୁ ଆସିବା” (ୟୁଡିବୀ) କିମ୍ବା “ପାଖକୁ ଆସିବା”
# ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତ?
“ସେମାନେ ସେହି ବଳିଦାନ ସବୁ ଉତ୍ସର୍ଗ କରିବାରୁ ନିବୃତ୍ତ ହୋଇ ଥାଆନ୍ତେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ ଏବଂ ପ୍ରଭାବିତ ପ୍ରଶ୍ନ)
# ନିବୃତ୍ତ ହେବା
“ବନ୍ଦ ହେବା”
# ଘଟଣା “ପରିସ୍ଥିତି”
# ଥରେ ଶୁଚୀକୃତ ହୋଇ
“ଈଶ୍ୱର ଯାହାକୁ ଶୁଚୀକୃତ କରିଅଛନ୍ତି”
# ସଚେତନ
“ବିଦ୍ୟମାନତାର ଜ୍ଞାନ”
# ପାପର ସ୍ମରଣ କରାଇ ଦିଅନ୍ତି
“ଈଶ୍ୱର ଲୋକମାନଙ୍କ ପାପ ଯାହା ସେମାନେ କରିଅଛନ୍ତି ତାହା ସ୍ମରଣ କରନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ବର୍ଷକୁ ବର୍ଷ
“ପ୍ରତ୍ୟେକ ବର୍ଷ”
# କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ
“କାରଣ ବୃଷ ଓ ଛାଗର ରକ୍ତ କଦାପି ପାପ ହରଣ କରି ପାରିବ ନାହିଁ”