Door43-Catalog_or_tn/COL/03/22.md

2.7 KiB

କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ

"ତୁମ୍ଭେ" ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ବୁଝାଏ |

ତୁମ୍ଭେମାନେ ଯାହା କିଛି କର

"ତୁମ୍ଭେ" ଶବ୍ଦଟି କଲସୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ |

ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ

“ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ”

ମନୁଷ୍ୟ ଦୃଷ୍ଟିରେ କଲା ପରି କର ନାହିଁ

ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ଦୃଷ୍ଟି ଆଗରେ କଲା ପରି କର ନାହିଁ |

ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି

କେତେକ ଲୋକ ମନୁଷ୍ୟ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ କର୍ମକରନ୍ତି କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ | (ଦେଖ: ଇଉଡିବି)

ପ୍ରାଣରୁ

“ହୃଦୟର ସରଳତାରେ ” (ଦେଖ: ଇଉଡିବି)

ପ୍ରଭୁଙ୍କ ନିମନ୍ତେ କଲାପରି

“ପ୍ରଭୁଙ୍କ ନିମନ୍ତେ କଲାପରି” (ଦେଖ: ଇଉଡିବି)

ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ

“ ଆମ୍ଭମାନଙ୍କର ଅଂଶ ଯାହା ପ୍ରଭୁ ପ୍ରତିଜ୍ଞାନ କରି ଅଛନ୍ତି"|(ଦେଖ: ଇଉଡିବି)

କାରଣ ଯେ ଅନ୍ୟାୟ କରେ

ଏହା ଯେକୌଣସି ଲୋକଙ୍କ ପ୍ରତି ପ୍ରୟୋଗ ଅଟେ କାରଣ ଯେ ଅନ୍ୟାୟ କରେ | (ନୈତିକତାରେ, ସାମାଜିକରେ ବା ଶାରୀରିକରେ)| ଏହା ଏପ୍ରକାର ମଧ୍ୟ ଅନୁବାଦ କରାଯାଇପାରେ ଯେ ଅନ୍ୟାୟ କରେ ବା ଯେ ମନ୍ଦ କରେ |"

ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ

ଅନ୍ୟାୟର ପ୍ରତିଫଳ ପାଇବ |

ଏଥିରେ ଦଣ୍ଡ କି ନାହିଁ

“ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ” ବା “ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ” ବା “ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ” |