Door43-Catalog_or_tn/COL/03/22.md

33 lines
2.7 KiB
Markdown
Raw Permalink Normal View History

2018-01-11 01:51:28 +00:00
# କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ
"ତୁମ୍ଭେ" ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ବୁଝାଏ |
# ତୁମ୍ଭେମାନେ ଯାହା କିଛି କର
"ତୁମ୍ଭେ" ଶବ୍ଦଟି କଲସୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ |
# ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ
“ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ”
# ମନୁଷ୍ୟ ଦୃଷ୍ଟିରେ କଲା ପରି କର ନାହିଁ
ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ଦୃଷ୍ଟି ଆଗରେ କଲା ପରି କର ନାହିଁ |
# ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି
କେତେକ ଲୋକ ମନୁଷ୍ୟ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ କର୍ମକରନ୍ତି କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ | (ଦେଖ: ଇଉଡିବି)
# ପ୍ରାଣରୁ
“ହୃଦୟର ସରଳତାରେ ” (ଦେଖ: ଇଉଡିବି)
# ପ୍ରଭୁଙ୍କ ନିମନ୍ତେ କଲାପରି
“ପ୍ରଭୁଙ୍କ ନିମନ୍ତେ କଲାପରି” (ଦେଖ: ଇଉଡିବି)
# ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ
“ ଆମ୍ଭମାନଙ୍କର ଅଂଶ ଯାହା ପ୍ରଭୁ ପ୍ରତିଜ୍ଞାନ କରି ଅଛନ୍ତି"|(ଦେଖ: ଇଉଡିବି)
# କାରଣ ଯେ ଅନ୍ୟାୟ କରେ
ଏହା ଯେକୌଣସି ଲୋକଙ୍କ ପ୍ରତି ପ୍ରୟୋଗ ଅଟେ କାରଣ ଯେ ଅନ୍ୟାୟ କରେ |
(ନୈତିକତାରେ, ସାମାଜିକରେ ବା ଶାରୀରିକରେ)| ଏହା ଏପ୍ରକାର ମଧ୍ୟ ଅନୁବାଦ କରାଯାଇପାରେ ଯେ ଅନ୍ୟାୟ କରେ ବା ଯେ ମନ୍ଦ କରେ |"
# ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ
ଅନ୍ୟାୟର ପ୍ରତିଫଳ ପାଇବ |
# ଏଥିରେ ଦଣ୍ଡ କି ନାହିଁ
“ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ” ବା “ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ” ବା “ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ” |