9 lines
1.5 KiB
Markdown
9 lines
1.5 KiB
Markdown
# ଆଲେକ୍ଜାଣ୍ଡ୍ରୀୟ ଜାହଜରେ
|
||
ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଆଲେକ୍ଜାଣ୍ଡ୍ରୀଆ ଠାରୁ ଆସୁଥିବା ଏକ ଜାହଜ” କିମ୍ବା ୨)
|
||
“ଏକ ଜହାଜ ଯାହା ଆଲେକ୍ଜାଣ୍ଡ୍ରୀଆରେ ରେଜିଷ୍ଟ୍ରି ହୋଇଥିବା ବା ଅନୁମତି ପାଇଥିବା|” ଦେଖନ୍ତୁ କିପରି “ଆଲେକ୍ଜାଣ୍ଡ୍ରୀୟ” ପଦ ୬:୯ ରେ ଅନୁବାଦ ହୋଇଛି|
|
||
|
||
# ଯୁଗ୍ମ ଭାଇମାନେ...କ୍ୟାଷ୍ଟର ଓ ପୋଲୁକ୍ସା
|
||
ଏହା କ୍ୟାଷ୍ଟର ଓ ପୋଲୁକ୍ସାକୁ ଦର୍ଶାଏ ଯେଉଁମାନେ ଗ୍ରୀକ୍ ଦେବତାର ଯୁଗ୍ମ ପୁତ୍ର ଥିଲେ| ସେମାନେ ଜାହାଜର ସୁରକ୍ଷାଦାତା ରୂପେ ଭକ୍ତି ଓ ସମ୍ମାନ ପାଉଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)
|
||
|
||
# ସୁରାକୂସା ନଗରରେ
|
||
ସୁରାକୂସା ଏକ ନଗର ଅଟେ ଯାହା ବର୍ତ୍ତମାନ ଦିନର ଦ୍ୱୀପ ସିସିଲିୟାର ଦକ୍ଷିଣପୂର୍ବ ଉପକୂଳରେ ଅବସ୍ଥିତ ଅଟେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ) |