Door43-Catalog_or_tn/ACT/28/11.md

1.5 KiB
Raw Permalink Blame History

ଆଲେକ୍‌ଜାଣ୍ଡ୍ରୀୟ ଜାହଜରେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଆଲେକ୍‌ଜାଣ୍ଡ୍ରୀଆ ଠାରୁ ଆସୁଥିବା ଏକ ଜାହଜ” କିମ୍ବା ) “ଏକ ଜହାଜ ଯାହା ଆଲେକ୍‌ଜାଣ୍ଡ୍ରୀଆରେ ରେଜିଷ୍ଟ୍ରି ହୋଇଥିବା ବା ଅନୁମତି ପାଇଥିବା|” ଦେଖନ୍ତୁ କିପରି “ଆଲେକ୍‌ଜାଣ୍ଡ୍ରୀୟ” ପଦ ୬:୯ ରେ ଅନୁବାଦ ହୋଇଛି|

ଯୁଗ୍ମ ଭାଇମାନେ...କ୍ୟାଷ୍ଟର ଓ ପୋଲୁକ୍ସା

ଏହା କ୍ୟାଷ୍ଟର ଓ ପୋଲୁକ୍ସାକୁ ଦର୍ଶାଏ ଯେଉଁମାନେ ଗ୍ରୀକ୍ ଦେବତାର ଯୁଗ୍ମ ପୁତ୍ର ଥିଲେ| ସେମାନେ ଜାହାଜର ସୁରକ୍ଷାଦାତା ରୂପେ ଭକ୍ତି ଓ ସମ୍ମାନ ପାଉଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ସୁରାକୂସା ନଗରରେ

ସୁରାକୂସା ଏକ ନଗର ଅଟେ ଯାହା ବର୍ତ୍ତମାନ ଦିନର ଦ୍ୱୀପ ସିସିଲିୟାର ଦକ୍ଷିଣପୂର୍ବ ଉପକୂଳରେ ଅବସ୍ଥିତ ଅଟେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)