10 lines
994 B
Markdown
10 lines
994 B
Markdown
ପାଉଲ କହିଆସୁଅଛନ୍ତି|
|
||
|
||
# ଯୀଶୁଙ୍କ ନାମ ବିରୁଦ୍ଧରେ
|
||
“ଯେଉଁମାନେ ଯୀଶୁଙ୍କ ଅନୁସରଣ କରୁଥିଲେ ସେମାନଙ୍କ ବିରୁଦ୍ଧରେ” (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)
|
||
|
||
# ମୁଁ ବେଳେବେଳେ ସେମାନଙ୍କୁ ଶାସ୍ତି ଦେଇ
|
||
ସମ୍ଭାବନା ଅର୍ଥଗୁଡ଼ିକ: ୧) ପାଉଲ ଅନେକ ସମୟରେ କେତେକ ବିଶ୍ୱାସୀମାନଙ୍କୁ ଶାସ୍ତି ଦେଲେ କିମ୍ବା ୨) ପାଉଲ ଅନେକ ବିଭିନ୍ନ ବିଶ୍ୱାସୀମାନଙ୍କୁ ଶାସ୍ତି ଦେଲେ|
|
||
|
||
# ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି
|
||
“ସେମାନଙ୍କୁ ଶାସ୍ତି ଦେବା ସପକ୍ଷରେ ମତ ଦେଇଥିଲି” |