Door43-Catalog_or_tn/ACT/26/09.md

994 B
Raw Permalink Blame History

ପାଉଲ କହିଆସୁଅଛନ୍ତି|

ଯୀଶୁଙ୍କ ନାମ ବିରୁଦ୍ଧରେ

“ଯେଉଁମାନେ ଯୀଶୁଙ୍କ ଅନୁସରଣ କରୁଥିଲେ ସେମାନଙ୍କ ବିରୁଦ୍ଧରେ” (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)

ମୁଁ ବେଳେବେଳେ ସେମାନଙ୍କୁ ଶାସ୍ତି ଦେଇ

ସମ୍ଭାବନା ଅର୍ଥଗୁଡ଼ିକ: ୧) ପାଉଲ ଅନେକ ସମୟରେ କେତେକ ବିଶ୍ୱାସୀମାନଙ୍କୁ ଶାସ୍ତି ଦେଲେ କିମ୍ବା ) ପାଉଲ ଅନେକ ବିଭିନ୍ନ ବିଶ୍ୱାସୀମାନଙ୍କୁ ଶାସ୍ତି ଦେଲେ|

ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି

“ସେମାନଙ୍କୁ ଶାସ୍ତି ଦେବା ସପକ୍ଷରେ ମତ ଦେଇଥିଲି”