Door43-Catalog_or_tn/ACT/07/38.md

2.4 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ଏହି ଅଂଶ ମୋଶାଙ୍କୁ ଗୁରୁତ୍ୱ ଦେବା ନିମନ୍ତେ ବାକ୍ୟାଂଶର ଶୃଙ୍ଖଳା ଯାହା ୭:୩୫ରେ ଆରମ୍ଭ ହୋଇଥିଲା ତାହା କ୍ରମାଗତ ରହିଛି|

ଏହି ବ୍ୟକ୍ତି ଯିଏ ମଣ୍ଡଳୀ ମଧ୍ୟରେ ଥିଲେ

“ଏହି ବ୍ୟକ୍ତି ମୋଶା ଯିଏ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଥିଲେ” (ୟୁଡିବୀ)

ଯେଉଁ ବ୍ୟକ୍ତି ଆମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ

ଏହା ପ୍ରତ୍ୟକ୍ଷ ରୂପେ ଏହିପ୍ରକାରେ ଅନୁବାଦ କରାଯାଇପାରେ ଯେପରି “ଏହି ବ୍ୟକ୍ତି ଯାହାଙ୍କୁ ଇଶ୍ୱର ଜୀବନ୍ତ ବାକ୍ୟସମୂହ କହିଲେ ଆମ୍ଭମାନଙ୍କୁ ଦେବା ନିମନ୍ତେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଜୀବନ୍ତ ବାକ୍ୟସମୂହ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ବାର୍ତ୍ତା ଯାହା ସ୍ଥାୟୀ ଅଟେ” କିମ୍ବା ) “ବାକ୍ୟସମୂହ ଯାହା ଜୀବନ୍ତ ଅଟେ|”

ତାହାଙ୍କୁ ଆପଣାମାନଙ୍କ ଠାରୁ ଦୂର କଲେ

ମୋଶାଙ୍କୁ ସେମାନଙ୍କ ଅଗ୍ରାହ୍ୟକୁ ଗୁରୁତ୍ୱ ଦେବା ନିମନ୍ତେ ଏହି ଉଦାହରଣ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ନେତା ରୂପେ ସେମାନେ ତାହାଙ୍କୁ ଅଗ୍ରାହ୍ୟ କଲେ” (ୟୁଡିବୀ)| (ଦେଖନ୍ତୁ: ଉଦାହରଣ)

ସେହି ସମୟରେ

“ଯେତେବେଳେ ସେମାନେ ମିସରକୁ ବାହୁଡିବା ନିମନ୍ତେ ନିର୍ଣ୍ଣୟ କଲେ”