ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭:୨ ରେ ଆରମ୍ଭ କରିଥିଲେ| # ଏହି ଅଂଶ ମୋଶାଙ୍କୁ ଗୁରୁତ୍ୱ ଦେବା ନିମନ୍ତେ ବାକ୍ୟାଂଶର ଶୃଙ୍ଖଳା ଯାହା ୭:୩୫ରେ ଆରମ୍ଭ ହୋଇଥିଲା ତାହା କ୍ରମାଗତ ରହିଛି| # ଏହି ବ୍ୟକ୍ତି ଯିଏ ମଣ୍ଡଳୀ ମଧ୍ୟରେ ଥିଲେ “ଏହି ବ୍ୟକ୍ତି ମୋଶା ଯିଏ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଥିଲେ” (ୟୁଡିବୀ) # ଯେଉଁ ବ୍ୟକ୍ତି ଆମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ ଏହା ପ୍ରତ୍ୟକ୍ଷ ରୂପେ ଏହିପ୍ରକାରେ ଅନୁବାଦ କରାଯାଇପାରେ ଯେପରି “ଏହି ବ୍ୟକ୍ତି ଯାହାଙ୍କୁ ଇଶ୍ୱର ଜୀବନ୍ତ ବାକ୍ୟସମୂହ କହିଲେ ଆମ୍ଭମାନଙ୍କୁ ଦେବା ନିମନ୍ତେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ଜୀବନ୍ତ ବାକ୍ୟସମୂହ ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ବାର୍ତ୍ତା ଯାହା ସ୍ଥାୟୀ ଅଟେ” କିମ୍ବା ୨) “ବାକ୍ୟସମୂହ ଯାହା ଜୀବନ୍ତ ଅଟେ|” # ତାହାଙ୍କୁ ଆପଣାମାନଙ୍କ ଠାରୁ ଦୂର କଲେ ମୋଶାଙ୍କୁ ସେମାନଙ୍କ ଅଗ୍ରାହ୍ୟକୁ ଗୁରୁତ୍ୱ ଦେବା ନିମନ୍ତେ ଏହି ଉଦାହରଣ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ନେତା ରୂପେ ସେମାନେ ତାହାଙ୍କୁ ଅଗ୍ରାହ୍ୟ କଲେ” (ୟୁଡିବୀ)| (ଦେଖନ୍ତୁ: ଉଦାହରଣ) # ସେହି ସମୟରେ “ଯେତେବେଳେ ସେମାନେ ମିସରକୁ ବାହୁଡିବା ନିମନ୍ତେ ନିର୍ଣ୍ଣୟ କଲେ”