Door43-Catalog_or_tn/3JN/01/09.md

2.9 KiB

ମଣ୍ଡଳୀ ସଭା

ଏହା ଗାୟ ଓ ଦଳର ବିଶ୍ଵାସୀମାନେ ଯେଉଁମାନେ ଈଶ୍ଵରଙ୍କ ଉପାସନା ନିମନ୍ତେ ଏକତ୍ର ହେଉଥିଲେ|

ଦୀୟତ୍ରଫା

ସେ ମଣ୍ଡଳୀର ଜଣେ ସଦସ୍ୟ ଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଯିଏ ସେମାନଙ୍କ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଏ

“ଯିଏ ସେମାନଙ୍କ ନେତା ସଦୃଶ୍ୟ ବ୍ୟବହାର କରିବାକୁ ଭଲ ପାଏ”

ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ

ଏହି ଶବ୍ଦ “ଆମ୍ଭମାନଙ୍କୁ” ଯୋହନ ଓ ତାହାଙ୍କ ସହିତ ଯେଉଁମାନେ ଥିଲେ ସେସମସ୍ତଙ୍କୁ ଦର୍ଶାଏ| ଏଥିରେ ଗାୟ ଅନ୍ତର୍ଭୁକ୍ତ ନୁହନ୍ତି| (ଦେଖନ୍ତୁ: ସୀମା ବହିର୍ଭୁକ୍ତ)

ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ

“ଏବଂ ସେ କିପରି ଆମ୍ଭମାନଙ୍କ ବିଷୟରେ ମନ୍ଦ କଥା କହନ୍ତି ଯାହା ପ୍ରକୃତରେ ସତ୍ୟ ନୁହେଁ|”

ସେ ନିଜେ

ଏହି ଶବ୍ଦ “ନିଜେ” ଗୁରୁତ୍ୱ ଦିଆଯାଏ ଯାହା, ସେ ଦୀୟତ୍ରଫା ଯିଏ ଏ ସମସ୍ତ କାର୍ଯ୍ୟ କରେ| (ଦେଖନ୍ତୁ: ସ୍ୱୟଂବାଚ଼କ ସର୍ବନାମ)

ଭାଇମାନଙ୍କୁ ଆତିଥ୍ୟ କରେ ନାହିଁ

“ସହ ବିଶ୍ୱାସୀମାନଙ୍କୁ ସ୍ୱାଗତ କରେ ନାହିଁ|”

ଅନ୍ୟମାନେ ତାହା କରିବାକୁ ଇଛା କଲେ ସେମାନଙ୍କୁ ମନା କରେ

ଏହି ବାକ୍ୟାଂଶରେ କିଛି ଶବ୍ଦ ଅଛି ଯାହା ବାଦ ଦିଆଯାଇଛି, କିନ୍ତୁ ତାହା ବୁଝିହେଉଛି| ବିକଳ୍ପ ଅନୁବାଦ: “ଏବଂ ସେ ସେମାନଙ୍କୁ ମନା କରେ ଯେଉଁମାନେ ବିଶ୍ୱାସୀମାନଙ୍କୁ ସ୍ୱାଗତ କରିବାକୁ ଇଛା କରନ୍ତି|” (ଦେଖନ୍ତୁ: ଶବ୍ଦର ବିଲୋପ)

ଏବଂ ସେମାନଙ୍କୁ ଉଛିନ୍ନ କରେ

“ଏବଂ ସେମାନଙ୍କୁ ବଳପୂର୍ବକ ବାହାର କରେ|” ଏହି ଶବ୍ଦ “ସେମାନଙ୍କୁ” ଏହା ସେମାନଙ୍କୁ ଦର୍ଶାଏ ଯେଉଁମାନେ ସହ ବିଶ୍ୱାସୀମାନଙ୍କୁ ସ୍ୱାଗତ କରନ୍ତି|