11 lines
1.4 KiB
Markdown
11 lines
1.4 KiB
Markdown
# ଆଉ କାଗଜ ଓ କାଳିରେ ତାହା ଲେଖିବାକୁ ଇଛା କରୁ ନାହିଁ
|
|
ଏହା ଅନୁବାଦ କରାଯାଇପାରେ “କିନ୍ତୁ ମୁଁ ପତ୍ରରେ ତୁମ୍ଭମାନଙ୍କୁ ତାହା ଲେଖିବାକୁ ଇଛା କରୁନାହିଁ|”
|
|
|
|
# ମୁଖାମୁଖୀ
|
|
ଏହା ଅନୁବାଦ କରାଯାଇପାରେ “ପ୍ରକୃତରେ ତୁମ୍ଭମାନଙ୍କ ସହିତ”
|
|
|
|
# ଆନନ୍ଦ ପରିପୂର୍ଣ୍ଣ ହେବ
|
|
ଏହା ଅନୁବାଦ କରାଯାଇପାରେ “ ଆନନ୍ଦ ସମ୍ପୂର୍ଣ୍ଣ ହେବ”
|
|
|
|
# ତୁମ୍ଭର ମନୋନୀତା ଭଗିନୀର ସନ୍ତାନମାନେ
|
|
ଏଠାରେ ଯୋହନ ଏକ ଭଗିନୀ ସହିତ ଅନ୍ୟ ମଣ୍ଡଳୀକୁ ତୁଳନା କରନ୍ତି| ଏବଂ ସନ୍ତାନମାନଙ୍କ ସହିତ ଯେଉଁମାନେ ମଣ୍ଡଳୀର ଅଂଶ ଅଟନ୍ତି ସେହି ବିଶ୍ୱାସୀମାନଙ୍କୁ ତୁଳନା କରାଯାଇଛି| ଏହା ଗୁରୁତ୍ୱପୂର୍ଣ୍ଣ ଯେ ସମସ୍ତ ବିଶ୍ୱାସୀମାନେ ଏକ ଆତ୍ମିକ ପରିବାର ଅଟନ୍ତି| (ଦେଖନ୍ତୁ: ଉଦହାରଣ) |