Door43-Catalog_or_tn/2JN/01/12.md

1.4 KiB

ଆଉ କାଗଜ ଓ କାଳିରେ ତାହା ଲେଖିବାକୁ ଇଛା କରୁ ନାହିଁ

ଏହା ଅନୁବାଦ କରାଯାଇପାରେ “କିନ୍ତୁ ମୁଁ ପତ୍ରରେ ତୁମ୍ଭମାନଙ୍କୁ ତାହା ଲେଖିବାକୁ ଇଛା କରୁନାହିଁ|”

ମୁଖାମୁଖୀ

ଏହା ଅନୁବାଦ କରାଯାଇପାରେ “ପ୍ରକୃତରେ ତୁମ୍ଭମାନଙ୍କ ସହିତ”

ଆନନ୍ଦ ପରିପୂର୍ଣ୍ଣ ହେବ

ଏହା ଅନୁବାଦ କରାଯାଇପାରେ “ ଆନନ୍ଦ ସମ୍ପୂର୍ଣ୍ଣ ହେବ”

ତୁମ୍ଭର ମନୋନୀତା ଭଗିନୀର ସନ୍ତାନମାନେ

ଏଠାରେ ଯୋହନ ଏକ ଭଗିନୀ ସହିତ ଅନ୍ୟ ମଣ୍ଡଳୀକୁ ତୁଳନା କରନ୍ତି| ଏବଂ ସନ୍ତାନମାନଙ୍କ ସହିତ ଯେଉଁମାନେ ମଣ୍ଡଳୀର ଅଂଶ ଅଟନ୍ତି ସେହି ବିଶ୍ୱାସୀମାନଙ୍କୁ ତୁଳନା କରାଯାଇଛି| ଏହା ଗୁରୁତ୍ୱପୂର୍ଣ୍ଣ ଯେ ସମସ୍ତ ବିଶ୍ୱାସୀମାନେ ଏକ ଆତ୍ମିକ ପରିବାର ଅଟନ୍ତି| (ଦେଖନ୍ତୁ: ଉଦହାରଣ)