Door43-Catalog_or_tn/2JN/01/09.md

17 lines
1.5 KiB
Markdown

# ଯେକେହି ଅତିକ୍ରମ କରେ
ଏହା ସେହି ବ୍ୟକ୍ତିକୁ ଦର୍ଶାଏ ଯିଏ ଈଶ୍ୱରଙ୍କ ବିଷୟରେ ଓ ସତ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଜାଣେ ବୋଲି ଦାବି କରେ| ବିକଳ୍ପ ଅନୁବାଦ: “ଯେକେହି ଈଶ୍ୱରଙ୍କ ବିଷୟରେ ଅଧିକ ଜାଣେ ବୋଲି ଦାବି କରେ|”
# ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି
“ଖ୍ରୀଷ୍ଟ ଯାହା ଶିକ୍ଷା ଦେଇଅଛନ୍ତି ତାହା ନିରନ୍ତର ଭରସା କରେ ନାହିଁ”
# ଈଶ୍ୱରଙ୍କୁ ପାଇ ନାହିଁ
“ଈଶ୍ୱରଙ୍କ ଠାରୁ ନୁହେଁ”
# ତୁମ୍ଭମାନଙ୍କ ନିକଟକୁ ଆସେ
ଏହି ଶବ୍ଦ “ତୁମ୍ଭମାନଙ୍କ” ବହୁବଚ଼଼ନ ଅଟେ|
# ତୁମ୍ଭମାନଙ୍କର ଗୃହ
ଏହି ଶବ୍ଦ “ତୁମ୍ଭମାନଙ୍କର” ବହୁବଚ଼଼ନ ଅଟେ|
# ତାହାର ଦୁଷ୍କର୍ମର ସହଭାଗୀ ହୁଏ
“ତାହାର ମନ୍ଦ କାର୍ଯ୍ୟରେ ତାହା ସହିତ ସହଭାଗୀ ହୁଏ” କିମ୍ବା “ତାହାର ମନ୍ଦ କାର୍ଯ୍ୟରେ ତାହାକୁ ସାହାଯ୍ୟ କରେ”