# ଯେକେହି ଅତିକ୍ରମ କରେ ଏହା ସେହି ବ୍ୟକ୍ତିକୁ ଦର୍ଶାଏ ଯିଏ ଈଶ୍ୱରଙ୍କ ବିଷୟରେ ଓ ସତ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଜାଣେ ବୋଲି ଦାବି କରେ| ବିକଳ୍ପ ଅନୁବାଦ: “ଯେକେହି ଈଶ୍ୱରଙ୍କ ବିଷୟରେ ଅଧିକ ଜାଣେ ବୋଲି ଦାବି କରେ|” # ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି “ଖ୍ରୀଷ୍ଟ ଯାହା ଶିକ୍ଷା ଦେଇଅଛନ୍ତି ତାହା ନିରନ୍ତର ଭରସା କରେ ନାହିଁ” # ଈଶ୍ୱରଙ୍କୁ ପାଇ ନାହିଁ “ଈଶ୍ୱରଙ୍କ ଠାରୁ ନୁହେଁ” # ତୁମ୍ଭମାନଙ୍କ ନିକଟକୁ ଆସେ ଏହି ଶବ୍ଦ “ତୁମ୍ଭମାନଙ୍କ” ବହୁବଚ଼଼ନ ଅଟେ| # ତୁମ୍ଭମାନଙ୍କର ଗୃହ ଏହି ଶବ୍ଦ “ତୁମ୍ଭମାନଙ୍କର” ବହୁବଚ଼଼ନ ଅଟେ| # ତାହାର ଦୁଷ୍କର୍ମର ସହଭାଗୀ ହୁଏ “ତାହାର ମନ୍ଦ କାର୍ଯ୍ୟରେ ତାହା ସହିତ ସହଭାଗୀ ହୁଏ” କିମ୍ବା “ତାହାର ମନ୍ଦ କାର୍ଯ୍ୟରେ ତାହାକୁ ସାହାଯ୍ୟ କରେ”