Door43-Catalog_or_tn/2JN/01/07.md

1.9 KiB

ଅନେକ ପ୍ରବଞ୍ଚକ

ଏହା ଅନୁବାଦ କରାଯାଇପାରେ “ଅନେକ ଭଣ୍ଡ ଶିକ୍ଷକ” କିମ୍ବା “ଅନେକ ପ୍ରତାରକ”

ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି

ଏହା ଅନୁବାଦ କରାଯାଇପାରେ “ଅନେକ ଭଣ୍ଡ ଶିକ୍ଷକ ଉପାସନା ସଭାକୁ ପରିତ୍ୟାଗ କରିଅଛନ୍ତି|”

ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି

ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ ଯାହାର ଅର୍ଥ “ଯୀଶୁ ଖ୍ରୀଷ୍ଟ ପ୍ରକୃତ ମାନବ ରୂପରେ ଆସିଲେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଖ୍ରୀଷ୍ଟାରି“

ଏହା ଅନୁବାଦ କରାଯାଇପାରେ “ସେମାନେ ଏହି ପ୍ରକାର ଲୋକ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତାରଣ କରନ୍ତି ଓ ଆପଣାକୁ ଖ୍ରୀଷ୍ଟ ବିରୋଧି କରନ୍ତି”

ଆପଣା ଆପଣା ବିଷୟରେ ସାବଧାନ ହୁଅ

“ସତର୍କ ରହିବା” କିମ୍ବା “ଧ୍ୟାନ ଦେବା”

ଫଳ ନ ହରାଇ

“ସ୍ୱର୍ଗରେ ତୁମ୍ଭମାନଙ୍କ ସମସ୍ତ ଭବିଷ୍ୟତ ପୁରଷ୍କାର ନ ହରାଇ”

ପୂର୍ଣ୍ଣ ପୁରଷ୍କାର

ଏହା ଅନୁବାଦ କରାଯାଇପାରେ “ସ୍ୱର୍ଗରେ ସମ୍ପୂର୍ଣ୍ଣ ପୁରଷ୍କାର”