# ଅନେକ ପ୍ରବଞ୍ଚକ ଏହା ଅନୁବାଦ କରାଯାଇପାରେ “ଅନେକ ଭଣ୍ଡ ଶିକ୍ଷକ” କିମ୍ବା “ଅନେକ ପ୍ରତାରକ” # ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି ଏହା ଅନୁବାଦ କରାଯାଇପାରେ “ଅନେକ ଭଣ୍ଡ ଶିକ୍ଷକ ଉପାସନା ସଭାକୁ ପରିତ୍ୟାଗ କରିଅଛନ୍ତି|” # ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ ଯାହାର ଅର୍ଥ “ଯୀଶୁ ଖ୍ରୀଷ୍ଟ ପ୍ରକୃତ ମାନବ ରୂପରେ ଆସିଲେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ) # ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଖ୍ରୀଷ୍ଟାରି“ ଏହା ଅନୁବାଦ କରାଯାଇପାରେ “ସେମାନେ ଏହି ପ୍ରକାର ଲୋକ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତାରଣ କରନ୍ତି ଓ ଆପଣାକୁ ଖ୍ରୀଷ୍ଟ ବିରୋଧି କରନ୍ତି” # ଆପଣା ଆପଣା ବିଷୟରେ ସାବଧାନ ହୁଅ “ସତର୍କ ରହିବା” କିମ୍ବା “ଧ୍ୟାନ ଦେବା” # ଫଳ ନ ହରାଇ “ସ୍ୱର୍ଗରେ ତୁମ୍ଭମାନଙ୍କ ସମସ୍ତ ଭବିଷ୍ୟତ ପୁରଷ୍କାର ନ ହରାଇ” # ପୂର୍ଣ୍ଣ ପୁରଷ୍କାର ଏହା ଅନୁବାଦ କରାଯାଇପାରେ “ସ୍ୱର୍ଗରେ ସମ୍ପୂର୍ଣ୍ଣ ପୁରଷ୍କାର”