Door43-Catalog_or_tn/2JN/01/04.md

2.7 KiB

ଯୋହନ ପୁନରାରମ୍ଭ କରନ୍ତି ମଣ୍ଡଳୀକୁ କହିବା ନିମନ୍ତେ ଯେପରି “ହେ ଭଦ୍ର ମହିଳା” ବିଶ୍ୱାସୀମାନେ ତାହାଙ୍କ “ସନ୍ତାନ” ଅଟନ୍ତି(ଦେଖନ୍ତୁ: ୧:୧)

ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ

ଏହି ଶବ୍ଦ “ତୁମ୍ଭର” ଏକବଚ଼ନ ଅଟେ|

ଆମ୍ଭେମାନେ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ

“ଈଶ୍ୱର ପିତା ଯେପରି ଆମ୍ଭମାନଙ୍କୁ ଆଜ୍ଞା ଦେଇଥିଲେ”

ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ

“ମୁଁ ଯେ ତୁମ୍ଭକୁ କୌଣସି ନୂଆ ବିଷୟ କରିବାକୁ ଆଜ୍ଞା ଦେଉଅଛି, ତାହା ନୁହେଁ”

ମାତ୍ର ଆଦ୍ୟରୁ ଆମ୍ଭେମାନେ ଯାହା ପ୍ରାପ୍ତ ହୋଇଅଛୁ

“ମାତ୍ର ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଲେ କରିବା ନିମନ୍ତେ ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ୱାସ କଲୁ, ସେହି ଆଜ୍ଞାଟି ମୁଁ ତୁମ୍ଭମାନଙ୍କୁ ଲେଖୁଅଛି| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ

ଏହା ଏକ ନୂତନ ବାକ୍ୟରେ ଏହିପରି ଅନୁବାଦ କରାଯାଇପାରେ: “ଏବଂ ସେ ଆଜ୍ଞା ଦେଲେ ଯେ ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ| ”

ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା

ଏହି ଶବ୍ଦ “ଏହା” ପ୍ରେମକୁ ଦର୍ଶାଏ| ବିକଳ୍ପ ଅନୁବାଦ: “ଏବଂ ପରସ୍ପରକୁ ପ୍ରେମ କରିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛନ୍ତି ଯେଉଁ ସମୟଠାରୁ ତୁମ୍ଭେମାନେ ପ୍ରଥମେ ବିଶ୍ୱାସ କଲ |”

ସେହି ଅନୁସାରେ ଆଚରଣ କର

ଏହି ଶବ୍ଦ “ତୁମ୍ଭେମାନେ” ବହୁବଚ଼ନ ଅଟେ|