Door43-Catalog_or_tn/1CO/14/31.md

737 B

ଜଣ ଜଣ କରି ଭାବବାଣୀ କହିପାର

ଏକ ସମୟରେ କେବଳ ଏକ ବ୍ୟକ୍ତି ହିଁ ଭାବବାଣୀ କହୁ।

ସମସ୍ତେ ଉତ୍ସାହିତ ହୁଅନ୍ତୁ

ଏଠାରେ: “ତୁମ୍ଭେମାନେ ସମସ୍ତଙ୍କୁ ଉତ୍ସାହିତ କର” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ବିଶୃଙ୍ଖଳତାର ଈଶ୍ୱର

ସେହି ପରମେଶ୍ୱର ବିଶୃଙ୍ଖଳା ସୃଷ୍ଟି କରନ୍ତି ନାହିଁ ଯେତେବେଳେ ସମସ୍ତ ଲୋକେ ଏକା ସମୟରେ କଥା ହୁଅନ୍ତି ।