# ଜଣ ଜଣ କରି ଭାବବାଣୀ କହିପାର ଏକ ସମୟରେ କେବଳ ଏକ ବ୍ୟକ୍ତି ହିଁ ଭାବବାଣୀ କହୁ। # ସମସ୍ତେ ଉତ୍ସାହିତ ହୁଅନ୍ତୁ ଏଠାରେ: “ତୁମ୍ଭେମାନେ ସମସ୍ତଙ୍କୁ ଉତ୍ସାହିତ କର” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ବିଶୃଙ୍ଖଳତାର ଈଶ୍ୱର ସେହି ପରମେଶ୍ୱର ବିଶୃଙ୍ଖଳା ସୃଷ୍ଟି କରନ୍ତି ନାହିଁ ଯେତେବେଳେ ସମସ୍ତ ଲୋକେ ଏକା ସମୟରେ କଥା ହୁଅନ୍ତି ।