14 lines
1.4 KiB
Markdown
14 lines
1.4 KiB
Markdown
|
# ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ଵରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରେ ନାହିଁ
|
||
|
“ଖାଦ୍ୟ ଦ୍ୱାରା ଈଶ୍ଵରଙ୍କୁ ଆମ୍ଭେମାନେ ଆପଣେଇ ପାରିବା ନାହିଁ” କିମ୍ବା “ଖାଦ୍ୟଦ୍ରବ୍ୟ ଯାହା ଆମ୍ଭେ ଖାଉ ତାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ ନାହିଁ”
|
||
|
|
||
|
# ଭୋଜନ ନ କଲେ ଆମ୍ଭମାନଙ୍କର ଅଧିକ ମନ୍ଦ ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଅଧିକ ଭଲ ହୁଏ ନାହିଁ
|
||
|
“ଭୋଜନ ନ କଲେ ଆମ୍ଭମାନଙ୍କର କିଛି କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର କିଛି ଲାଭ ହୁଏ ନାହିଁ। ”
|
||
|
|
||
|
# ଖାଇବାକୁ ସାହସିକ ହେବ
|
||
|
“ଖାଇବାକୁ ଉତ୍ସାହିତ ହେବ”
|
||
|
|
||
|
# ଦୁର୍ବଳ ମାନଙ୍କର
|
||
|
ବିଶ୍ଵାସୀମାନେ ସେମାନଙ୍କ ବିଶ୍ଵାସରେ ଦୃଢ଼ ନୁହନ୍ତି
|
||
|
|
||
|
# ମାଂସରେ
|
||
|
“ଭୋଜନରେ” କିମ୍ବା “ଖାଇବା” (ୟୁଡିବି)
|