# ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ଵରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରେ ନାହିଁ “ଖାଦ୍ୟ ଦ୍ୱାରା ଈଶ୍ଵରଙ୍କୁ ଆମ୍ଭେମାନେ ଆପଣେଇ ପାରିବା ନାହିଁ” କିମ୍ବା “ଖାଦ୍ୟଦ୍ରବ୍ୟ ଯାହା ଆମ୍ଭେ ଖାଉ ତାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ ନାହିଁ” # ଭୋଜନ ନ କଲେ ଆମ୍ଭମାନଙ୍କର ଅଧିକ ମନ୍ଦ ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଅଧିକ ଭଲ ହୁଏ ନାହିଁ “ଭୋଜନ ନ କଲେ ଆମ୍ଭମାନଙ୍କର କିଛି କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର କିଛି ଲାଭ ହୁଏ ନାହିଁ। ” # ଖାଇବାକୁ ସାହସିକ ହେବ “ଖାଇବାକୁ ଉତ୍ସାହିତ ହେବ” # ଦୁର୍ବଳ ମାନଙ୍କର ବିଶ୍ଵାସୀମାନେ ସେମାନଙ୍କ ବିଶ୍ଵାସରେ ଦୃଢ଼ ନୁହନ୍ତି # ମାଂସରେ “ଭୋଜନରେ” କିମ୍ବା “ଖାଇବା” (ୟୁଡିବି)