Door43-Catalog_or_tn/1CO/07/15.md

8 lines
1.4 KiB
Markdown
Raw Normal View History

2018-01-11 01:51:28 +00:00
# ଏପରି ସ୍ଥଳେ, ସେହି ଭାଇ ବା ଭଉଣୀ ପ୍ରତିଜ୍ଞାରେ ଆବଦ୍ଧ ନୁହନ୍ତି
“ଏପରି ସ୍ଥଳେ, ସେହି ବିଶ୍ଵାସୀ ସ୍ଵାମୀ ବା ଭାର୍ଯ୍ୟାର ବିବାହର ଆଇନଗତ ବାଧ୍ୟତା ଦୀର୍ଘକାଳ ନିମନ୍ତେ ଆବଶ୍ୟକ ନୁହେଁ।” (ଦେଖନ୍ତୁ; ପ୍ରତ୍ୟକ୍ଷ ବା ପରୋକ୍ଷ)
# ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ଵାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣନାହିଁ?
“ତୁମ୍ଭେ କଅଣ ଜାଣନାହିଁ ଯଦି ତୁମ୍ଭେ ଆପଣା ସ୍ଵାମୀର ପରିତ୍ରାଣର କାରଣ ହେବ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ହେ ସ୍ଵାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣନାହିଁ?
“ତୁମ୍ଭେ କଅଣ ଜାଣନାହିଁ ଯଦି ତୁମ୍ଭେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)