# ଏପରି ସ୍ଥଳେ, ସେହି ଭାଇ ବା ଭଉଣୀ ପ୍ରତିଜ୍ଞାରେ ଆବଦ୍ଧ ନୁହନ୍ତି “ଏପରି ସ୍ଥଳେ, ସେହି ବିଶ୍ଵାସୀ ସ୍ଵାମୀ ବା ଭାର୍ଯ୍ୟାର ବିବାହର ଆଇନଗତ ବାଧ୍ୟତା ଦୀର୍ଘକାଳ ନିମନ୍ତେ ଆବଶ୍ୟକ ନୁହେଁ।” (ଦେଖନ୍ତୁ; ପ୍ରତ୍ୟକ୍ଷ ବା ପରୋକ୍ଷ) # ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ଵାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣନାହିଁ? “ତୁମ୍ଭେ କଅଣ ଜାଣନାହିଁ ଯଦି ତୁମ୍ଭେ ଆପଣା ସ୍ଵାମୀର ପରିତ୍ରାଣର କାରଣ ହେବ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ହେ ସ୍ଵାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣନାହିଁ? “ତୁମ୍ଭେ କଅଣ ଜାଣନାହିଁ ଯଦି ତୁମ୍ଭେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)