Door43-Catalog_or_tn/1CO/03/18.md

18 lines
1.8 KiB
Markdown
Raw Normal View History

2018-01-11 01:51:28 +00:00
# କେହି ଆପଣାକୁ ପ୍ରବଞ୍ଚନା ନ କରୁ
ଏହି ମିଥ୍ୟାକୁ କେହି ବିଶ୍ଵାସ ନ କରୁ ଯେ, ସେ ନିଜେହିଁ ଏହି ଜଗତରେ ଜ୍ଞାନୀ ଅଟେ।
# ଏହି ଯୁଗରେ
“ବର୍ତ୍ତମାନ”
# ସେ ଯେପରି ଜ୍ଞାନୀ ହୋଇପାରେ, ଏଥିପାଇଁ ସେ ମୂର୍ଖ ହେଉ
“ସେହି ବ୍ୟକ୍ତି, ଈଶ୍ଵରଙ୍କ ସତ୍ୟ ଜ୍ଞାନ ଉପାର୍ଜନ କରିବା ନିମନ୍ତେ ସଂସାରିକ ଚିନ୍ତାଗୁଡିକ ମୂର୍ଖତା ବୋଲି ଗ୍ରହଣ କରିବା ଉଚିତ।” (ଦେଖନ୍ତୁ: ବ୍ୟଙ୍ଗୋକ୍ତି)
# “ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି”
ଈଶ୍ଵର ଲୋକମାନଙ୍କୁ କୌଶଳରେ ଧରନ୍ତି ଯେଉଁମାନେ ଆପଣାକୁ ଚତୁର ବୋଲି ମନେ କରନ୍ତି,ଏବଂ ସେମାନଙ୍କ ଆପଣାର କପଟତାରେ ସେମାନଙ୍କୁ ଧରନ୍ତି।
# “ଜ୍ଞାନୀମାନଙ୍କ ତର୍କବିତର୍କକୁ ପ୍ରଭୁ ଜାଣନ୍ତି”
ଏଠାରେ:“ଯେଉଁମାନେ ଆପଣାକୁ ଜ୍ଞାନୀ ମନେ କରନ୍ତି ସେହି ଲୋକମାନଙ୍କ ଯୋଜନାକୁ ପ୍ରଭୁ ଜାଣନ୍ତି” କିମ୍ବା “ଜ୍ଞାନୀମାନଙ୍କ ସମସ୍ତ ଯୋଜନାକୁ ପ୍ରଭୁ ଜାଣନ୍ତି”
(ୟୁଡିବି)
# ଅସାର
“ଅଦରକାରୀ” ଏଠାରେ: “ମୂଲ୍ୟହୀନ” କିମ୍ବା “ଅଯଥା।”