# କେହି ଆପଣାକୁ ପ୍ରବଞ୍ଚନା ନ କରୁ ଏହି ମିଥ୍ୟାକୁ କେହି ବିଶ୍ଵାସ ନ କରୁ ଯେ, ସେ ନିଜେହିଁ ଏହି ଜଗତରେ ଜ୍ଞାନୀ ଅଟେ। # ଏହି ଯୁଗରେ “ବର୍ତ୍ତମାନ” # ସେ ଯେପରି ଜ୍ଞାନୀ ହୋଇପାରେ, ଏଥିପାଇଁ ସେ ମୂର୍ଖ ହେଉ “ସେହି ବ୍ୟକ୍ତି, ଈଶ୍ଵରଙ୍କ ସତ୍ୟ ଜ୍ଞାନ ଉପାର୍ଜନ କରିବା ନିମନ୍ତେ ସଂସାରିକ ଚିନ୍ତାଗୁଡିକ ମୂର୍ଖତା ବୋଲି ଗ୍ରହଣ କରିବା ଉଚିତ।” (ଦେଖନ୍ତୁ: ବ୍ୟଙ୍ଗୋକ୍ତି) # “ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି” ଈଶ୍ଵର ଲୋକମାନଙ୍କୁ କୌଶଳରେ ଧରନ୍ତି ଯେଉଁମାନେ ଆପଣାକୁ ଚତୁର ବୋଲି ମନେ କରନ୍ତି,ଏବଂ ସେମାନଙ୍କ ଆପଣାର କପଟତାରେ ସେମାନଙ୍କୁ ଧରନ୍ତି। # “ଜ୍ଞାନୀମାନଙ୍କ ତର୍କବିତର୍କକୁ ପ୍ରଭୁ ଜାଣନ୍ତି” ଏଠାରେ:“ଯେଉଁମାନେ ଆପଣାକୁ ଜ୍ଞାନୀ ମନେ କରନ୍ତି ସେହି ଲୋକମାନଙ୍କ ଯୋଜନାକୁ ପ୍ରଭୁ ଜାଣନ୍ତି” କିମ୍ବା “ଜ୍ଞାନୀମାନଙ୍କ ସମସ୍ତ ଯୋଜନାକୁ ପ୍ରଭୁ ଜାଣନ୍ତି” (ୟୁଡିବି) # ଅସାର “ଅଦରକାରୀ” ଏଠାରେ: “ମୂଲ୍ୟହୀନ” କିମ୍ବା “ଅଯଥା।”