Door43-Catalog_or_tn/1CO/02/14.md

13 lines
1.4 KiB
Markdown
Raw Normal View History

2018-01-11 01:51:28 +00:00
# ଅଣ ଆତ୍ମୀକ ମନା ବ୍ୟକ୍ତି
ଏକ ଅଣ
ଖ୍ରୀଷ୍ଟିଆନ ବ୍ୟକ୍ତି, ଯିଏ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରି ନାହାନ୍ତି।
# ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ
“କାରଣ ଏହି ସବୁ ବିଷୟଗୁଡିକ ବୁଝିବାପାଇଁ ଆତ୍ମାଙ୍କ ସାହାଯ୍ୟ ଆବଶ୍ୟକ”
# ଯିଏ ଆତ୍ମିକମନା
ଏଠାରେ: “ବିଶ୍ଵାସୀ, ଯିଏ ଆତ୍ମାଙ୍କୁ ଗ୍ରହଣ କରିଅଛି।
# କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇପାରେ?
ବ୍ୟବହୃତ ପ୍ରଶ୍ନରେ ପାଉଲ ଗୁରୁତ୍ଵ ଦିଅନ୍ତି ଯେ ପ୍ରଭୁଙ୍କ ମନକୁ କେହି ଜାଣନ୍ତି ନାହିଁ। ଏଠାରେ: “ପ୍ରଭୁଙ୍କ ମନକୁ କେହି ଜାଣିପାରନ୍ତି ନାହିଁ। ତେଣୁ, ସେ ପୁର୍ବରୁ ଜାଣି ନାହାନ୍ତି ବୋଲି କୌଣସି ବିଷୟରେ କେହି ତାଙ୍କୁ ଶିକ୍ଷା ଦେଇ ପାରେ ନାହିଁ।”
(ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)